କୋର୍ଟରେ ହାଜର ହେଲେ ପାଣିଗ୍ରାହୀ

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବହିଷ୍କୃତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ବୁଧବାର କୋର୍ଟରେ ହାଜର ହୋଇଛନ୍ତି।…

Continue reading
ବିଜୟ ସମ୍ଭାବନା ନଥିବା ସ୍ଥାନରେ ସରକାରଙ୍କ ଇଙ୍ଗିତରେ ନିର୍ବାଚନକୁ ରୋକାଯାଉଛି: ବିଜେଡି

ଭୁବନେଶ୍ୱର: ଗଞ୍ଜାମର କୁକୁଡାଖଣ୍ଡି ପଞ୍ଚାୟତ ସମିତିର ଗତ ଚାରି ମାସ ହେବ ଅଧ୍ୟକ୍ଷ ପଦ ଖାଲି ପଡିଥିଲା ବେଳେ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ସଭ୍ୟମାନେ ଓ ବିଜୁ ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏହି ପଦ…

Continue reading
ବିଜେଡି କର୍ମୀଙ୍କ ହଙ୍ଗାମା , ଅଫିସରେ ଫିଙ୍ଗିଲେ କାଗଜ ପତ୍ର

ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି। ଏନ୍‌ଏସି ଅଫିସ୍‌ରେ ପଶି ଫାଇଲ୍‌ ଓ ଚେୟାର ଫିଙ୍ଗିଲେ। NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏ ସବୁ ଘଟଣା ବିଜେଡି ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଘଟିଥିଲା। ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି…

Continue reading
ଓଡ଼ିଶାର ସବୁ ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

ଭୁବନେଶ୍ୱର: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ( Inter Ministerial Committee ) ଗଠନ କରାଯିବ। ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ…

Continue reading
ପ୍ରଥମ ମହିଳା ସିଆଇଏସଏଫ ବାଟାଲିୟନକୁ ଅନୁମୋଦନ

ଭୁବନେଶ୍ୱର: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ପ୍ରଥମ ମହିଳା ବାଟାଲିୟନକୁ ସରକାର ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ । ଶ୍ରୀ ଶାହ କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ…

Continue reading
ବିଜେପି ସରକାର ଚଳେଇ ପାରୁନାହିଁ: ଭୃଗୁ

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗତକାଲି ଜାରି କରାଯାଇଥିବା ଚିଠିରେ ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପାଇଁ ଚାପ ନପକାଇବା ପାଇଁ ଦିଆଯାଇଥିବା ଚେତାବନୀକୁ ବିଜୁ ଜନତା ଦଳ ତରଫରୁ ସରକାର ଓ ସରକାରୀ ଦଳର ବିଫଳତା…

Continue reading
ଋତୁଶ୍ରାବ ଛୁଟି ଆବେଦନ କରିବା ମହିଳାଙ୍କ ପାଇଁ ମାନସିକ ନିର୍ୟାତନା ହେବ:ବିଜେଡି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତରଫରୁ ୧୧ ନଭେମ୍ୱର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ ମହିଳା କର୍ମଚାରୀ ମାନଙ୍କ ମାସିକ ଋତୁଶ୍ରାବ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଥିବା ଅଧିକ ୧୨ ଦିନର ଛୁଟି କିଛି ନୂଆ କଥା ନୁହେଁ…

Continue reading
ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ୟ୍ୟୟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ୟ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ୟ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ୟ୍ୟାୟରେ ୪୩ ସିଟ୍‌ରେ ନିର୍ବାଚନ ହେଉଛି। ପାଖାପାଖି ୧୩.୭ ମିଲିୟନ ଜନତା ବାଛିବେ ନିଜର ନେତା। ପ୍ରଥମ ପର୍ୟ୍ୟାୟ…

Continue reading
ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ସାଲାଇନ ସହ ଆଇସିୟୁରେ ବିଜେଡି

ଭୁବନେଶ୍ୱର : ବିଜେଡି ସରକାର ଗଢିବା ପ୍ରତିକ୍ରିୟା ପରେ ,ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ ଏହା ନିଶ୍ଚିତ ସ୍ବାଗତ ଯୋଗ୍ୟ କିନ୍ତୁ ଏଠି ପ୍ରଶ୍ନ…

Continue reading
ସମୟ କହିବ ଆଗକୁ କଣ ହେବ: ବିଜେଡି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବୟାନକୁ ନେଇକଟାକ୍ଷ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି କଂଗ୍ରେସ…

Continue reading