ହସ୍ପିଟାଲରେ ଶୁଭମନ ଗିଲ୍‌

କଲକାତା: ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ବେକରେ ଯନ୍ତ୍ରଣା ​‌େ​‌ଯାଗୁଁ ମାତ୍ର ୩ଟି ବଲ୍‌ ଖେଳି ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ପରେ ଗିଲ୍‌ଙ୍କୁ ଡ୍ରେସିଂରୁମ୍‌ରୁ ଷ୍ଟ୍ରେଚର ଦ୍ବାରା ଆମ୍ବ୍ୟୁଲାନ୍‌ସ ପର୍ୟ୍ୟନ୍ତ ନିଆଯାଇ ଏକ ଘରୋଇ ହସ୍‌ପିଟାଲକୁ…

Continue reading
ଭାରତ ଓ ଦକ୍ଷିଣ ଆଫ୍ରିକାମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା ପ୍ରାଥମିକତା ହେଉ: ବିଜେଡି

ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଥିବା ଟି୨୦ କ୍ରିକେଟ ମ୍ୟାଚରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ…

Continue reading
ବାରବାଟୀରେ ଟି-୨୦ ମ୍ୟାଚ୍, ପ୍ରସ୍ତୁତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ…

Continue reading
ଅଷ୍ଟ୍ରେଲିଆ ଦଳକୁ ୪୮ ରନରେ ପରାଜିତ କଲା ଭାରତ

ନୂଆଦିଲ୍ଲୀ: ୪ର୍ଥ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଘରୋଇ ଅଷ୍ଟ୍ରେଲିଆ ଦଳକୁ ୪୮ ରନରେ ପରାଜିତ କରି ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ୧୬୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ…

Continue reading
ଟେଷ୍ଟ ଶୃଙ୍ଖଳା, ଫେରିଲେ ପନ୍ତ

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜରେ ଓ୍ବିକେଟ କିପର ରୁଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଛି। ଆହତ ଜନିତ କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ସିରିଜ ପାଇଁ ୧୫ ଜଣିଆ…

Continue reading
ବିଶ୍ବ ବିଜୟିନୀଙ୍କୁ ବୁଧବାର ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,0୪/୧୧: ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍‌ ଜିତି ଇତିହାସ ରଚିଛି ଭାରତ। ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ବିଶ୍ବ ଚମ୍ପିଆନ୍‌ ହୋଇଛି। ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ବିଶ୍ବ ବିଜୟିନୀ ଭାରତୀୟ ଖେଳାଳିଙ୍କୁ…

Continue reading
ଭାରତୀୟ ମହିଳା କ୍ରିକେଟ୍‌ ଦଳର ବିଶ୍ବକପ୍‌ ବିଜୟର ବିନ୍ଧାଣୀ ଅମୋଲ ମଜୁମଦାର

ନୂଆଦିଲ୍ଲୀ,୦୪/୧୧:ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅର୍ଦ୍ଧଶତାବ୍ଦୀର ସ୍ବପ୍ନକୁ ସାକାର କରିବାରେ ଯାହାଙ୍କର ଅବଦାନ ଏବେ ଚାରିଆଡ଼େ ଚର୍ଚ୍ଚା, ସେ ହେଉଛନ୍ତି ୨ୟ ତେନ୍ଦୁଲକର ଭାବେ ପରିଚିତ ଅମୋଲ ମଜୁମଦାର । ୨୦୨୩ରେ ଦାୟିତ୍ବ ନେଇଥିବା ଅମୋଲ ବରିଷ୍ଠ ଓ କନିଷ୍ଠ ଖେଳାଳିଙ୍କୁ…

Continue reading
ଝିଅମାନେ ଭାରତକୁ ଗର୍ବିତ କରିଛନ୍ତି:ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି। ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଦର୍ଶନ ନେଇ ଭାରତୀୟମାନେ…

Continue reading
ବିଜୟ ଐତିହାସିକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ଐତିହାସିକ ବିଜୟ ହାସଲ କରିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି…

Continue reading
ଭାରତୀୟ ଦଳ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱ ଚାମ୍ପିଅନ

ନଭି ମୁମ୍ବାଇ: ୫୨ ବର୍ଷର ଅପେକ୍ଷା ପରେ ଭାରତୀୟ ଦଳ ଶେଷରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱ ଚାମ୍ପିଅନ ହୋଇଛି। ୨୦୨୫ ବିଶ୍ୱକପ୍ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ନଭି ମୁମ୍ବାଇର ଡିୱାଇ ପାଟିଲ…

Continue reading