ସ୍ତ୍ରୀକୁ ଛୁରୀ ଭୁସି ପଥରରେ ଛେଛି ହତ୍ୟା କଲା ସ୍ୱାମୀ !

ସମ୍ବଲପୁର: ସହରର ସେନ୍‌ପାର୍କ ନିକଟରୁ ଶନିବାର ରାତି ପ୍ରାୟ 10ଟା ବେଳେ 30 ବର୍ଷୀୟା ହୀନା ବେଗମଙ୍କ ବୀଭତ୍ସ ଓ ରକ୍ତାକ୍ତ ମୃତଶରୀର ଉଦ୍ଧାର କରାଯାଇଛି l ସ୍ବାମୀ ସମସାଦ ଅଲ୍ଲୀ ହିଁ ତାଙ୍କୁ ହତ୍ୟା କରି ଟାଉନ ଥାନାରେ ଆତ୍ମସମର୍ପଣ…

Continue reading
ଜାତୀୟ ପୁରସ୍କାର ପାଇଲେ ଓଡ଼ିଶାର ୭ ଶିକ୍ଷା ଅଧିକାରୀ

ଭୁବନେଶ୍ବର: ଶିକ୍ଷା ପ୍ରଶାସନରେ ଓଡ଼ିଶାକୁ ଜାତୀୟ ସ୍ତରରେ ମିଳିଲା ବଡ଼ ସ୍ୱୀକୃତି । ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଶିକ୍ଷଣ ଫଳାଫଳରେ ସୁଧାର, ବିଦ୍ୟାଳୟ ସୁରକ୍ଷା, ପଠନ ଅଭ୍ୟାସ ବଢ଼ାଇବା ଏବଂ ଡ୍ରପ୍‌ଆଉଟ୍‌ ରୋକିବା ଦିଗରେ ଅଭିନବ ପଦକ୍ଷେପ ପାଇଁ ରାଜ୍ୟର…

Continue reading
ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ରୁନା ବଡ଼ରଇତ। ପ୍ରାୟ ୪୫ ଦିନ ଧରି ସେ ଏକ ପୋକ୍ସୋ ମାମଲାରେ…

Continue reading
ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର: ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି ନକ୍ଷତ୍ରାନୁସାରେ ସମବେତ ପଣ୍ଡିତ ଓ ଜ୍ୟୋତିର୍ୱିଦମାନଙ୍କ ଗଣନାନୁସାରେ ଆସନ୍ତା ୧୫ ତାରିଖ (ମଙ୍ଗଳବାର) ନୂଆଁଖାଇ ସକାଶେ…

Continue reading
ଭଙ୍ଗାଗଲା ପ୍ରକାଶ ପାଶୱାନଙ୍କ ଅଫିସ

ସୁନ୍ଦରଗଡ଼: ବିଜେପିରୁ ନିଲମ୍ବିତ ଯୁବ ନେତା ପ୍ରକାଶ ପାଶୱାନଙ୍କ ଦୁର୍ଗାପୁର ପାହାଡ଼ରେ ଥିବା ବେଆଇନ୍ ଅଫିସକୁ ବନବିଭାଗ ପକ୍ଷରୁ ଭଙ୍ଗାଯାଇଛି । ବେଆଇନ ଭାବରେ ଜଙ୍ଗଲ ଜମି ଉପରେ ଅଫିସଟି ତିଆରି କରାଯାଇଥିଲା । ତେଣୁ ବନ ବିଭାଗ ଓ ପୁଲିସ…

Continue reading
ଗୁରୁଦିବସରେ ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ

ଭୁବନେଶ୍ୱର: ଗୁରୁଦିବସରେ ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ । ଲୋୟର ପିଏମ୍ଜିରେ ହଜାର ହଜାର ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଚାଲିଥିବା ଅହୋରାତ୍ର ଗଣଧାରଣା ୨୧ ଦିନରେ…

Continue reading
ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା”- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। କଟକସ୍ଥିତ…

Continue reading
ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଶୁକ୍ରବାର ଦିଲ୍ଲୀ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ରାଜ୍ୟପାଳ ଏବଂ ରାଷ୍ଟ୍ରପତି ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ସମେତ ଓଡ଼ିଶା ସମ୍ବନ୍ଧୀୟ ପ୍ରସଙ୍ଗ…

Continue reading
୮୦ କିଲୋ ଗଞ୍ଜେଇ ସହ ଦୁଇ ଗାଡି ଜବତ, ୨ ଗିରଫ

ନୀଳଗିରି : ଭୁବନେଶ୍ୱରରୁ ବାଲେଶ୍ୱର ଜିଲ୍ଲା ରେମୁଣାକୁ ଗଞ୍ଜେଇ ଚାଲାଣ ବେଳେ ରାତି ଅଧିଆ ଚଢାଉ । ଗଞ୍ଜେଇ ଚାଲାଣକାରୀଙ୍କୁ ଗୋଡାଇ ଗୋଡାଇ ଧରିଲା ଏନସିବିର ସତନ୍ତ୍ର ଟିମ୍ । ପାଖାପାଖି ୮୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଆନୁମାନିକ…

Continue reading
ସାପ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଉଦଳା : ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି।ମୋଚିରାମ ଟୁଡୁ ଏକ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ରାତିରେ ସେ ଅଫିସ୍‌ ରୁମ୍‌…

Continue reading