ବୈଧ PUCC ଓ ବୀମା ଦସ୍ତାବିଜ ବିନା ଗାଡ଼ି ଚଳାଇଲେ ଇ-ଚାଲାଣ

ଭୁବନେଶ୍ୱର: ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଉଥିବା ଗାଡ଼ିମାଲିକ ଓ ଚାଳକଙ୍କ ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଏବଂ ଯାନବୀମା ଦସ୍ତାବିଜ ରଖିବା ବାଧ୍ୟତାମୂଳକ। ଏହି ଦୁଇ ଦସ୍ତାବିଜ ବିନା ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଇଲେ ଏଣିକି ଇ-ଡିଟେକ୍ସନ ବ୍ୟବସ୍ଥା…

Continue reading
ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଗୁରୁତର

ଧାମନଗର:ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ନିକଟରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ପ୍ରଥମେ ଏକ ଅଟୋକୁ ଧକ୍କା ଦେବା ପରେ ଡିଭାଇଡରରେ ପିଟି ହୋଇଥିବା ଜଣାପଡ଼ିଛି।ଦୁର୍ଘଟଣାରେ ୪…

Continue reading
୨୧ ଦିନ ପରେ ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ୱର:୨୧ ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଓଡ଼ିଶା ସ୍କୁଲ,କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ବୈଠକ ପରେ ଆନ୍ଦୋଳନ ସ୍ଥଗିତ ନେଇ ନିଷ୍ପତ୍ତି ହୋଇଛି।ଆଠଟି ସଂଗଠନର ନେତୃବୃନ୍ଦଙ୍କୁ ନେଇ ସମନ୍ୱୟ ସମିତି ପକ୍ଷରୁ ଏକ ବୈଠକ…

Continue reading
ପୌରାଧ୍ୟକ୍ଷାଙ୍କୁ ଭିଜିଲାନ୍ସ ନୋଟିସ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌରପାଳିକାରେ ଆର୍ଥିକ ଅନିୟମିତତାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ସରକାରୀ ପାଣ୍ଠିରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଆତ୍ମସାତ ବା ହେରଫେର ହୋଇଥିବା ନେଇ ଗମ୍ଭୀର ଅଭିଯୋଗ ଆସିବା…

Continue reading
ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ଭୁବନେଶ୍ୱର : ଜୁଲାଇ ୨୦୨୬ ତ୍ରୈମାସିକ ଶେଷ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତାର ସମୀକ୍ଷା ପାଇଁ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ୍ କମିଟି(SLBC)ର ୧୮୪ତମ ବୈଠକ ୫ ସେପ୍ଟେମ୍ବର ୨୦୨୬ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ ତାଜ୍ ବିବାନ୍ତାରେ ଉନ୍ନୟନ କମିଶନର୍ ତଥା ଅତିରିକ୍ତ ମୁଖ୍ୟ ଶାସନ…

Continue reading
ଓଡ଼ିଶା ପୁଲିସ୍ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ପକ୍ଷରୁ ସମସ୍ତସମ୍ପୃକ୍ତପ୍ରାର୍ଥିନୀ/ ପ୍ରାର୍ଥୀ ଓ ଆଶାୟୀ ଆବେଦନକାରିଣୀ/ ଆବେଦନକାରୀଙ୍କଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଓଡ଼ିଶା ପୁଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନରେକନଷ୍ଟେବଲ୍ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି…

Continue reading
ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ ୨୦୨୬’: ପୁରସ୍କୃତ ହେଲେ ଶ୍ରେଷ୍ଠ ସିନେମା ଓ କଳାକାର

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ MMIT ଅଡିଟୋରିୟମରେ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ ୨୦୨୬’ ସଫଳତାର ସହ ଆୟୋଜିତ ହୋଇଯାଇଛି। ସିନେମା ମାଧ୍ୟମରେ ଦିବ୍ୟାଙ୍ଗଜନଙ୍କ ପ୍ରତିଭା, ଇଚ୍ଛାଶକ୍ତି ଓ…

Continue reading
ରଘୁନାଥପୁର-ତ୍ରିଶୁଳିଆ ଏବଂ ଷ୍ଟୁଡ଼ିଓ ଛକ-ନୂଆଗାଁରେ ହେବ ଏଲିଭେଟେଡ୍‌ ରାସ୍ତା

ଭୁବନେଶ୍ୱର: ରାସ୍ତା, ସେତୁ ଓ କୋଠାବାଡ଼ି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନୁମୋଦନ ପାଇଛି । ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୈତିକ ବିକାଶରେ ଏକ ମାଇଲଖୁଣ୍ଟ…

Continue reading
ଉଚ୍ଚଶିକ୍ଷା ବିଭାଗ ଏବଂ ସିଏସଆର ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ ମଧ୍ୟରେ ୩ଟି ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଏବଂ ସିଏସଆର ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ ଆଦି ଅନୁଷ୍ଠାନ ମଧ୍ୟରେ ୩ଟି ବୁଝାମଣା ପତ୍ର ସ୍ଵାକ୍ଷରିତ କରିଛି। ଏଥିସହ ନାସକମ୍ ସହାଭାଗିତାରେ ‘ଏଆଇ କୋର୍ସ ଫର୍ ଅଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର…

Continue reading
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସ୍ବାମୀ

ଜଗତସିଂହପୁର: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବୀଭତ୍ସ ଭାବେ ହତ୍ୟା କଲା ସ୍ବାମୀ । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜଂକୋଟି ଅଞ୍ଚଳରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦିଗମ୍ବର ସ୍ୱାଇଁଙ୍କ ପତ୍ନୀ…

Continue reading