ragging in school ପୁଣି ସ୍କୁଲରେ ରାଗିଂ

ରାୟଗଡ଼ା : ପୁଣି ସାମ୍ନାକୁ ଆସିଲା ଛାତ୍ର ନିର୍ଯ୍ୟାତନା ଘଟଣା। ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ । ଖାଲି ମାଡ଼ ନୁହେଁ ଲୁଗା ସଫା କରିବା,ବାସନ ମଜାଇବା କାମରେ ଲଗାଇବା ଭଳି ଗୁରୁତର ଅଭିଯୋଗ ହୋଇଛି…

Continue reading
puri temple ଆଜି ଶ୍ରୀମନ୍ଦିରରେ କାଳୀୟଦଳନ ବେଶ

ପୁରୀ:ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅତିସୁନ୍ଦର କାଳୀୟଦଳନ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ କାଳୀୟଦଳନ ବେଶରେ ଦର୍ଶନ ଦେବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହେବ। ମାର୍କଣ୍ଡେଶ୍ୱର ପୁଷ୍କରିଣୀରେ…

Continue reading
nandankanan lion ନନ୍ଦନକାନ: ମା’ ହେଲା ସିଂହୀ ମାୟା

ବାରଙ୍ଗ: ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ ମାୟା ଦୁଇଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଶାବକଟି ଆଜି ଭୋର୍‌ ୨ଟା ୪୧…

Continue reading
rain in odisha ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ ପୁଣି ଆରମ୍ଭ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର…

Continue reading
nisha moharanaନିଶାଙ୍କୁ ଚେୟାର ଓ ବୋତଲ ମାଡ

ଭୁବନେଶ୍ୱର : ଚାଲୁଥିଲା ନାଟକ। ତାତିଲେ ଦର୍ଶକ। ଆଉ ଷ୍ଟେଜ୍ ଓ କଳାକାରଙ୍କ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ। ଏଭଳି ଘଟଣା ଘଟିଛି ଆଠଗଡ଼ରେ। ନିଶା ନିଶା ରାତି ନାଟକରେ ନିଶାଙ୍କୁ ଚେୟାର ଓ ବୋତଲ ମାଡ ହୋଇଥିବା ଜଣାପଡ଼ିଛି। ଆଠଗଡ଼…

Continue reading
sink in pond ପୋଖରୀରେ ବୁଡ଼ିଗଲେ ୨ ଭଉଣୀ

ନୂଆପଡ଼ା : ପୋଖରୀରେ ବୁଡ଼ି ନୂଆପଡ଼ା ଜିଲା ସିନାପାଲି ବ୍ଲକ ତିଲେଇମାଲ ଗ୍ରାମର ୨ ଭଉଣୀଙ୍କର ରବିବାର ମୃତ୍ୟୁ ଘଟିଛି । ମୃତ ୨ ଭଉଣୀ ହେଲେ ଉକ୍ତ ଗ୍ରାମର ନୀଳକଣ୍ଠ ହଂସଙ୍କ ଝିଅ ଯଶୋଦା(୮) ଓ ଗୁପ୍ତେଶ୍ୱରୀ । ରବିବାର…

Continue reading
ସାବଧାନ : ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା

ସମ୍ପ୍ରତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ,…

Continue reading
ଓଡ଼ିଶାରେ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ ପୁଣି ବଢ଼ିବ ବର୍ଷା। ସେଣ୍ଟ୍ରାଲ ଇଣ୍ଡିଆ ଆଡ଼କୁ ଯାଇଥିବା ଘୂର୍ଣ୍ଣିବଳୟ ଏବେ ପୁଣି ଉତ୍ତର ଓଡ଼ିଶା ଆଡ଼କୁ ଫେରୁଥିବା ସୂଚନା ମିଳିଛି। ଏହାର ପ୍ରଭାବରେ୮ ତାରିଖରୁ ୧୧ ତାରିଖ ମଧ୍ୟରେ ବର୍ଷା ହେବ। ଉତ୍ତର ଓ ଉପକୂଳ ଓଡ଼ିଶାରେ…

Continue reading
ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ଦିବସ ପାଳିତ

ଦେବଗଡ଼:ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟରେ ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି। ସଂସଦର ସଭାପତି ଡ.ଭାରତ ଭୂଷଣ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟଅତିଥି,ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ.…

Continue reading
ନନ୍ଦୋତ୍ସବରେ ଭକ୍ତିମୟ ପରିବେଶ, ଭଜନରେ ମଜ୍ଜିଲେ ଭକ୍ତ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଦଡିଙ୍ଗିଆସ୍ଥିତ ଓଁ ଶ୍ରୀନାରାୟଣ ମଠ କମିଟି ପକ୍ଷରୁ ୪୩ତମ ବାର୍ଷିକ ନନ୍ଦୋତ୍ସବ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ମିଥୁନ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଏକଲ ଅଭିଯାନର ଜିଲ୍ଲା…

Continue reading