ମୁଖ୍ୟମନ୍ତ୍ରୀ ସସପେନ୍ସ : ବୁଧବାର ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି
ମୁମ୍ବଇ : ମହାରାଷ୍ଟ୍ରର ନୂଆ ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଅନିଶ୍ଚିତତା ଜାରି ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରାଯିବାକୁ ଦିନ ଧାର୍ୟ୍ୟ ହୋଇଥିବାବେଳେ ଏହା ସମ୍ଭବ ହୋଇପାରି ନାହିଁ। ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସହିତ ସରକାର…















