ଥମୁନି ବିବାଦ, ଧନୁଶଙ୍କୁ ଟାର୍ଗେଟ କଲେ ନୟନତାରା
ମୁହାଁମୁହିଁ ହୋଇଛନ୍ତି ଦୁଇ ସାଉଥ ସୁପରଷ୍ଟାର। ଉଭୟଙ୍କ ଭିତରେ ଲାଗିଛି ଶୀତଳଯୁଦ୍ଧ। ଧୁନଷ ଓ ନୟନତାରାଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମୁନି। ଉଭୟଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଆରମ୍ଭ ହୋଇଛି ବାକ୍ଯୁଦ୍ଦ। ନିକଟରେ ଧନୁଷ ନୟନତାରାଙ୍କ ବିରୋଧରେ…






