ଷ୍ଟେସନରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ, ରେଳ କର୍ମଚାରୀ ଗିରଫ

ରାଉରକେଲା(ସୁନ୍ଦରଗଡ଼): ରାଉରକେଲା ରେଳ ଷ୍ଟେସନ ପରିସରରେ ଜଣେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ରେଳବାଇର ଜଣେ ‘ଭାଲଭ ମ୍ୟାନ୍’କୁ ରାଉରକେଲା ଜିଆରପି ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କପିଳେଶ୍ୱର ସିଂହ (54) । ସେ ରାଉରକେଲା ରେଳ…

Continue reading
ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ…

Continue reading
ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

Continue reading
ଅନ୍‌ଲାଇନ୍‌ରେ ଗଞ୍ଜେଇ ଡିଲ୍‌

ବଲାଙ୍ଗିର:ଅନ୍‌ଲାଇନ୍‌ରେ ସମ୍ବଲପୁରୀ ଶାଢ଼ି ଏବଂ ଘରକରଣା ସାମଗ୍ରୀ ବିକ୍ରି ପାଇଁ ଅଭିଯୁକ୍ତ ଖୋଲିଥିଲେ ‘ସମ୍ବଲପୁରୀ ଶାଢ଼ି ସେଲର’ ନାମକ ଏକ ପ୍ଲାଟଫର୍ମ । ଏହା ମାଧ୍ୟମରେ ପାର୍ସଲରେ ଗଞ୍ଜେଇ ପଠାଉଥିଲେ । ସିଣ୍ଡିକେଟ୍‌ ଚେର କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଆରମ୍ଭ ହୋଇ…

Continue reading
ଆଜିଠୁ ଏମ୍‌ବିବିଏସ୍‌ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର : ଉଭୟ ସରକାରୀ, ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ସ୍ନାତକ ଡିଗ୍ରୀ (ଏମ୍ବିବିଏସ/ବିଡିଏସ) ପଢ଼ିବା ପାଇଁ ଗୁରୁବାରଠୁ ଆରମ୍ଭ ହେବ ରାଉଣ୍ଡ-୨ ନାମଲେଖା । ରାଜ୍ୟରେ ଥିବା ସମସ୍ତ ୧୪ଟି ସରକାରୀ ମେଡିକାଲ କଲେଜ, ଘରୋଇ ମେଡିକାଲ କଲେଜ ପାଇଁ…

Continue reading
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ISO 9001:2015 ପ୍ରମାଣପତ୍ର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)କୁ ISO 9001:2015 ପ୍ରମାଣପତ୍ର ମିଳିଛି । ବିମାନବନ୍ଦରର ଗୁଣାତ୍ମକ ପରିଚାଳନା ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସ୍ୱୀକୃତି ମିଳିବା ଏହାର ସେବା ଗୁଣବତ୍ତା, କାର୍ଯ୍ୟଦକ୍ଷତା ଓ ଯାତ୍ରୀକୈନ୍ଦ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା…

Continue reading
ଆଜିଠୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର: ଆଜିଠୁ କେନ୍ଦ୍ରାପଡ଼ା ରାଜନଗର ବନଖଣ୍ଡ ଅଧୀନସ୍ଥ ଭିତରକନିକା ଜାତୀୟ ଉଦ୍ୟାନ ଓ ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୫ ତାରିଖ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ । ଏଥିପାଇଁ ବନ ବିଭାଗ ପକ୍ଷରୁ…

Continue reading
ଜନ୍ମାଷ୍ଟମୀ: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଶୁକ୍ରବାର ଭାଦ୍ରବ କୃଷ ଅଷ୍ଟମ ତିଥିରେ ଶ୍ରୀମନ୍ଦିର କୃଷ୍ଣଜନ୍ମ ନୀତି ଅନୁଷ୍ଠିତ ହେବ। ଏଣୁ ସନ୍ଧ୍ୟାଧୂପ ଭୋକ ପରେ କୃଷ୍ଣ ଜନ୍ମ ନୀତି ହେବ। ତେଣୁ ସନ୍ଧ୍ୟର ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧରଣ ଦର୍ଶନ ବନ୍ଦ ରହିବ। ଅର୍ଥାତ…

Continue reading
ଶ୍ରୀମନ୍ଦିରର ୩ ସ୍ଥାୟୀ ଜମା ୧୮୧୧ କୋଟି ଟପିଲା

ପୁରୀ : ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରର ୩ଟି ଯୋଜନା (କର୍ପସ ପାଣ୍ଠି, ଫାଉଣ୍ଡେସନ ପାଣ୍ଠି, ମନ୍ଦିର ପାଣ୍ଠି) ରେ ମୋଟ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମା ଭାବେ…

Continue reading
ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା,୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକ ଫୁଟ୍‌ ଓଭରବ୍ରିଜ୍‌ରେ ଭୟଙ୍କର ସିରିଜ୍‌ ଦୁର୍ଘଟଣା। ଭୋର୍ ୪.୧୦ଟାରେ ଘଟି ଦୁର୍ଘଟଣା। ଚା ଦୋକାନ ନିକଟରେ ଲୋକେ ଚା ପିଉଥିବା ବେଳେ ଏକ ମହିନ୍ଦ୍ରା ଏକ୍ସୟୁଭି ନିୟନ୍ତ୍ରଣ ହରାଇ ଦୋକାନ ଉପରକୁ ମାଡ଼ିଯାଇଥିଲା। ଦୁର୍ଘଟଣାରେ ଏସ୍‌ୟୁଭିଟି…

Continue reading