ଆସିଲା ଏସଓପି , ଥାନାରେ ପ୍ରତିରକ୍ଷା କର୍ମଚାରୀ କିପରି ବ୍ୟବହାର କରାଯିବ

ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଥାନାରେ ସିସିଟିଭି ଲଗେଇବା ଓ ପ୍ରତିରକ୍ଷା କର୍ମଚାରୀଙ୍କ ସହ ପୁଲିସ୍‌ର ବ୍ୟବହାର ପ୍ରସଙ୍ଗରେ SOP ପ୍ରସ୍ତୁତ ହୋଇଥିବା ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର…

Continue reading
୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି

ରାଜ୍ୟ ସରକାର ଆଜି ମଙ୍ଗଳବାର ୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି କରିଛନ୍ତି। ୨୦୨୫ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ୨୬ଟି ସରକାରୀ ଛୁଟିଦିନ ଓ ୮ଟି ଇଚ୍ଛାଧୀନ ଛୁଟି(ଯେକୌଣସି ଗୋଟିଏ ଦିନ) ମିଳିବ। ଅବଶ୍ୟ ଏହି ସମସ୍ତ…

Continue reading
ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି!

ଭୁବନେଶ୍ୱର :  ଚାକିରିଆଙ୍କ ମୃତ୍ୟୁ ପରେ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ…

Continue reading
ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ସାଲାଇନ ସହ ଆଇସିୟୁରେ ବିଜେଡି

ଭୁବନେଶ୍ୱର : ବିଜେଡି ସରକାର ଗଢିବା ପ୍ରତିକ୍ରିୟା ପରେ ,ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ ଏହା ନିଶ୍ଚିତ ସ୍ବାଗତ ଯୋଗ୍ୟ କିନ୍ତୁ ଏଠି ପ୍ରଶ୍ନ…

Continue reading
ଋଣ ବୋଝ ସହି ନ ପାରି ଆତ୍ମହତ୍ୟା କଲେ ଯୁବକ

ଝାରସୁଗୁଡା: ଟ୍ରେଡିଂ ସାଜିଲା କାଳ। ଦୁଇପଇସା ରୋଜଗାର କରିବା ପାଇଁ କରୁଥିଲେ ଟ୍ରେଡିଂ ହେଲେ ଏଇ ଖେଳ ନେଇଗଲା ତାଙ୍କ ଜୀବନ। ଆଜ୍ଞା ହଁ ଟ୍ରେଡିଂରେ ପଇସା ହାରି ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡାର ଯୁବକ ଅଚ୍ୟୁତାନନ୍ଦ ସାହୁ। ସେ ଝାରସୁଗୁଡ଼ା ଠାରେ…

Continue reading
ସ୍ତ୍ରୀକୁ କୀଟନାଶକ ପିଆଇ ହତ୍ୟା

ଢେଙ୍କାନାଳ: ପରକୀୟା ପ୍ରୀତି ହେଲା କାଳ। ପରକୀୟା ପ୍ରୀତି ପାଇଁ ସ୍ବାମୀ ନେଲା ସ୍ତ୍ରୀର ଜୀବନ। ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ବାଲିଅମ୍ବା ଗ୍ରାମ ଉପର ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନୃଶଂସ ସ୍ବାମୀ ପ୍ରଥମେ ସ୍ତ୍ରୀକୁ ମାଡ…

Continue reading
ଆଲିସାନ ସିନେମାହଲ ସିଲ୍

କଣ୍ଟାବାଞ୍ଜି: ସିଲ୍ ହେଲା ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ସିନେମାହଲ। ପୁଲିସ ଓ ତହସିଲଦାରଙ୍କ ତନାଘନା ତଦନ୍ତ ପରେ ସିନେମାହଲକୁ ସିଲ୍ କରାଯାଇଛି। ବେଳପଡା ବ୍ଳକ ସ୍ଥିତ ଲଥାକେନ୍ଦ ଗାଁ ପାଖରେ ଥିବା ଆଲିସାନ ସିନେମାହଲରେ ପ୍ରଶାସନ ଚଢ଼ାଉ କରଥିଲା। ଲାଇସେନ୍ସକୁ ନେଇ…

Continue reading
୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଫାଣ୍ଡିରେ ଲାଗିବ ସିସି ଟିଭି: ଏଡିଜି

ଭୁବନେଶ୍ଵର: ଭରତପୁର ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି। ଥାନାରେ ସେନା ଅଧିକାରୀଙ୍କୁ ଏଭଳି ବ୍ୟବହାର ନେଇ ଏସଓପି ଅଣାଯାଇଛି ବୋଲି ସରକାର କହିଛନ୍ତି। ମାମଲାର ତଦନ୍ତ ଚାଲିଛି ଏବଂ ଖୁବ୍ ଶୀଘ୍ର ଚାର୍ଜ ସିଟ୍ ଦାଖଲ କରାଯିବ।…

Continue reading
ଶ୍ରୀକ୍ଷେତ୍ରରେ ଆଜିଠୁ ମହାପଞ୍ଚୁକ ବ୍ରତ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି। ଏଥର ତିଥି କ୍ଷୟ ଯୋଗୁ ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ। ତେଣୁ ଭକ୍ତଙ୍କୁ ୪ଟି ବେଶରେ…

Continue reading
ମହିଳାଙ୍କୁ ୨୫୦୦ ଲେଖାଏଁ ଦେବେ ହେମନ୍ତ ସୋରେନ

ରାଞ୍ଚି : ଝାଡଖଣ୍ଡର ଶାସକ ଜେଏମଏମ ସୋମବାର ଏହାର ନିର୍ବାଚନୀ ମନିଫେଷ୍ଟୋ ପ୍ରକାଶ କରିଛି। ୨୨ ପୃଷ୍ଠାର ମନିଫେଷ୍ଟୋରେ ଜେଏମଏମ କୃଷି, ଶିକ୍ଷା, ରୋଜଗାର, ମହିଳା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଶିଳ୍ପ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ କ୍ରୀଡା କ୍ଷେତ୍ରରେ ବଡ଼…

Continue reading