ଦୁଷ୍କର୍ମ ମାମଲା ; ଅଭିଯୁକ୍ତ କର୍ମଚାରୀ ବହିଷ୍କୃତ, ପେନ୍ସନ ବନ୍ଦ
ରାଉରକେଲା : ବେଙ୍ଗାଲୁରୁକୁ ସଂରକ୍ଷିତ ଟିକଟ କରାଇଦେବାର ପ୍ରତିଶ୍ରୁତି ଦେଇ ନୂଆପଡ଼ା ଜିଲାର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ରେଳ କର୍ମଚାରୀ କପିଳେଶ୍ବର ସିଂ(୫୪)ଙ୍କୁ ରେଳବାଇ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଛନ୍ତି। ଭାଲ୍ଭ-ମ୍ୟାନ୍ କପିଳେଶ୍ବରକୁ ଚାକିରିରୁ…














