ନିଜକୁ ଜାଳିଦେଲେ ଯୁବତୀ

ବ୍ରହ୍ମପୁର : କିରୋସିନ ଢାଳି ହୋଇ ନିଜକୁ ଜାଳିଦେଲେ ଯୁବତୀ। ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀଙ୍କ ଆତ୍ମାହୁତି।ସେ ହେଲେ ରବୀନ୍ଦ୍ର ବେହେରାଙ୍କ ଝିଅ ରାଜେଶ୍ୱରୀ ବେହେରା(୨୭)। ବୁଧବାର ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ କଟକ…

Continue reading
ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଘଟିଥିବା ଏକ ଗଣଦୁଷ୍କର୍ମ ମାମଲାରେ ଜଗତସିଂହପୁର ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରି ୩ ଜଣ ଅଭିଯୁକ୍ତଙ୍କୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା (IPC) ର…

Continue reading
ରାଜଧାନୀରେ ଝୁଲିପଡ଼ିଲେ ନର୍ସ

ଚନ୍ଦ୍ରଶେଖରପୁର: ରାଜଧାନୀ ଭୁବନେଶ୍ୱରରେ ଜଣେ ଷ୍ଟାଫ୍ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ। ତ୍ରିକୋଣୀୟ ପ୍ରେମକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଅଞ୍ଚଳର…

Continue reading
ଜମି ବିବାଦରୁ ହତ୍ୟା, ଅଭିଯୁକ୍ତ ଗିରଫ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତର କାଜୁରୀ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।ସୂଚନା ଅନୁଯାୟୀ, ଗତ ୧୧ ଜୁଲାଇରେ କାଜୁରୀ…

Continue reading
ଚୋରି ଟଙ୍କା ଉଦ୍ଧାର,ଅଭିଯୁକ୍ତ ଗିରଫ

ରାଇକିଆ: ଜଣେ ମହିଳାଙ୍କଠାରୁ ପ୍ରାୟ ୧୫ ଦିନ ପୂର୍ବରୁ ୨୦,୦୦୦ ଟଙ୍କା ଚୋରି ହୋଇଥିଲା। ଏନେଇ ସମ୍ପୃକ୍ତ ମହିଳା ଗତକାଲି ରାଇକିଆ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ରାଇକିଆ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ…

Continue reading
ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ

ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ। ଅଜଣା ଇ-ମେଲ୍‌ରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକ। ରେଜିଷ୍ଟ୍ରାରଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେଲ୍। କୋର୍ଟ କ୍ୟାମ୍ପସରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଛାନ୍‌ଭିନ୍ ।…

Continue reading
ଭିଜିଲାନ୍ସ ଜାଲରେ OCC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ ଯନ୍ତ୍ରୀ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି (ସୋମବାର) ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଟ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (EE) ସଞ୍ଜୟ କୁମାର କିସପଟ୍ଟାଙ୍କ…

Continue reading
ମହିଳାକୁ ଦୁଷ୍କର୍ମ ଘଟଣା, ଯୁବକ ଗିରଫ

ଦେବଗଡ଼:ବାରକୋଟ ଥାନାଚଂଳର ଜଣେ ମହିଳାକୁ ଦୁଷ୍କର୍ମ ହୋଇଥିବା ନେଇ ବାରକୋଟ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା‌ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ…

Continue reading
ଝିଆରୀକୁ ପ୍ରେମ, ଦାଦାଙ୍କୁ ହତ୍ୟା

ଅନୁଗୋଳ: ପ୍ରେମ ମାମଲାକୁ ନେଇ ଗଡ଼ିଲା ମୁଣ୍ଡ । ଝିଆରୀକୁ ପ୍ରେମ ଦାଦାଙ୍କୁ ହତ୍ୟା । ଅନୁଗୋଳରେ ପ୍ରେମ ବିବାଦକୁ ନେଇ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପ୍ରେମରେ ବାଧା ସୃଷ୍ଟି କରିବାରୁ ହତ୍ୟାକାଣ୍ଡ ଘଟାଇଛି ଯୁବକ । ପ୍ରେମିକାର ଦାଦାଙ୍କୁ…

Continue reading
ବିବାହର ଚତୁର୍ଥ ଦିନରେ ନବବଧୂ ଫେରାର

ବୈଶିଙ୍ଗା: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍ ପାର୍ଟି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଚତୁର୍ଥ ଦିନରେ ନବବଧୂ ଜଣକ…

Continue reading