ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ବିଭତ୍ସ ହତ୍ୟା
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଏକ ମୁଣ୍ଡ ଗଡ଼ିଛି । ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗାଁ ଛକ ନିକଟରେ ଜଣେ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଛି।…
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଏକ ମୁଣ୍ଡ ଗଡ଼ିଛି । ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗାଁ ଛକ ନିକଟରେ ଜଣେ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଛି।…
ଭୁବନେଶ୍ଵର : ଭିଜିଲାନ୍ସକୁ ଚକମା ଦେଇ ଚମ୍ପଟ ମାରିଲେ ପୁଲିସ ବାବୁ। ନାଚୁଣୀ ଥାନା ASI ଅକ୍ଷୟ ସେଠୀ ଲାଞ୍ଚ ନେଇ ଫେରାର, ଜଳକା ହୋଇଗଲା ଭିଜିଲାନ୍ସ ଟିମ୍ । ଜମି ବିବାଦର ସମାଧାନ ପାଇଁ ASI ଅକ୍ଷୟ ସେଠୀ ୫…
ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ(ଓଏମ୍ସି)ର ଉଚ୍ଚ ପଦବୀରେ ନିଯୁକ୍ତି ଦେବାକୁ କହି ୨୦ ଲକ୍ଷ ଠକେଇ କରିଥିବା ଅଭିଯୋଗରେ ନକଲି ଆଇଏଏସ୍ ଅଧିକାରୀଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ କଲକାତାର ହୁଗୁଳି ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ାର…
ବାରିପଦା:ଲାଞ୍ଚ ନେଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ (ଜେଇ) ସୁଶୀଲ କୁମାର ସିଂ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଠିକାଦାରଙ୍କଠାରୁ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ୟୁନିଟ୍ ତାଙ୍କୁ ରଙ୍ଗେହାତ ଗିରଫ କରିଛି।…
ଭୁବନେଶ୍ୱର:ଗଞ୍ଜେଇ ସ୍ମଗ୍ଲିଂର ନୂଆ ଫଣ୍ଡା। ଟ୍ରକରେ ଆସୁଛି ଗଞ୍ଜେଇ, ଫୋନ୍ ପେ’ରେ ଯାଉଛି ଟଙ୍କା। କେହି କାହାକୁ ଚିହ୍ନି ନଥିଲେ ବି ସିଗ୍ନାଲରେ ହେଉଛି କାରବାର। ରାଜଧାନୀରେ ଚଢ଼ାଉ କରି ଟ୍ରକ୍ ଭର୍ତ୍ତି ବିପୁଳ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍।…
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବାଘ ମୃତ୍ୟୁ ମାମଲାରେ ବନ ବିଭାଗର ବଡ଼ ଆକ୍ସନ। ବନ୍ଧାହେଲେ ହେଲେ ୨ କୁଖ୍ୟାତ ଶିକାରୀ । ରାତିଅଧରେ କରାଗଲା କୋର୍ଟ ଚାଲାଣ। ଗିରଫ ଅଭିଯୁକ୍ତ ହେଲେ ବଳରାମ ଭୂୟାଁ ଓ ରବୀନ୍ଦ୍ର ଗୌଡ଼ । ଉଭୟଙ୍କ ନିକଟରୁ…
ଦିଗପହଣ୍ଡି: ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ । ଶ୍ରୀ ଶନିଶ୍ଚର ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନ ବାକ୍ସ…
କଟକ: ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଆସାମୀ ମୋହନ କୁମାର ସେନାପତିଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଫଳରେ ଆସାମୀ ୨୩ ବର୍ଷ ପରେ ଜେଲ୍ରୁ ମୁକୁଳିବେ । ଆସାମୀ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣ କରିବାରେ…
ଢେଙ୍କାନାଳ:ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ସାଗର ବାରିକଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।ଢେଙ୍କାନାଳ ଅତିରିକ୍ତ…
କୁତ୍ରା: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ପୁଣି ଅପରାଧୀଙ୍କ ଦୌରାତ୍ୟ ଦେଖିବାକୁ ମିଳିଛି। କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡା ଜଙ୍ଗଲ ନିକଟରେ ପଥର (ଚିପ୍ସ) ବୋଝେଇ ଏକ ଟ୍ରକ ଉପରକୁ ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭର ଅଳ୍ପକେ…