ବାଲିଯାତ୍ରା, ରାସ୍ତା ଉପରେ ବସିବେ ନାହିଁ ବୁଲା ବିକାଳୀ: ହାଇକୋର୍ଟ

କଟକ: ଦୂର ହେଲା ବାଲିଯାତ୍ରା ଦ୍ବନ୍ଦ୍ବ । ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନକୁ ନେଇ ଯେଉଁ ଦ୍ୱନ୍ଦ୍ବ ଉପୁଜିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଫଳରେ ଅନେକ ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି…

Continue reading
ଏଣିକି ତହସିଲ ଅଫିସରେ ରହିବ ରେଜିଷ୍ଟର: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ରେଜିଷ୍ଟରରେ ଦରଜ କରିପାରିବେ। ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।…

Continue reading
ଚଳିତ ବର୍ଷ ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା

କଟକ: ବାଲିଯାତ୍ରା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି। ଉପର ପଡିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ହେବ ବାଲିଯାତ୍ରା । ଆସନ୍ତାବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା…

Continue reading
ଆଜି ହେବ ମାଆ ତାରାତାରିଣୀଙ୍କ ମହାସ୍ନାନ

ଗଞ୍ଜାମ: ମାଆ ତାରାତାରିଣୀଙ୍କୁ ଦୁର୍ବୃତ୍ତ ମାନେ ଛୁଇଁବା ପରେ ଆଜି ହେବ ମହାସ୍ନାନ। ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମାଆ ଓ ଭଉଣୀମାନେ। ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ…

Continue reading
ମାଓ ସମସ୍ୟା ନେଇ ଡିଜିପିଙ୍କ ବୈଠକ

ମାଲକାନଗିରି: ପୁଲିସ ମହାନିର୍ଦ୍ଦେଶକ  ୱାଇ ବି ଖୁରାନିଆ  ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଏହି ସମୟରେ ମାଓ ମୁକାବିଲା ନେଇ ସମୀକ୍ଷା  କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟକୁ କିପରି ସମ୍ପୂର୍ଣ ମାଓ…

Continue reading
ହାତୀ ଶିକାରୀ ଗିରଫ

ଆଠମଲ୍ଲିକ: ହାତୀ ଶିକାର ଘଟଣାରେ ଗିରଫ ହେଲା ଜଣେ ଶିକାରୀ । ଗିରଫ ହୋଇ ଥିବା ଶିକାରୀ ଜଣକ ସୋନୁପୁର ଜିଲ୍ଲାର ଗରିଆମୁଣ୍ଡା ଗ୍ରାମର ବୋଲି ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଶିକାରୀକୁ ଧରିବାରେ ବିଫଳ…

Continue reading
ଧରା ପଡ଼ିଲା ବଉଳା କୁମ୍ଭୀର

ଭୋଗରାଇ: ଧରା ପଡିଲା ୭ ଫୁଟିଆ ବଉଳା କୁମ୍ଭୀର । ଦୀର୍ଘ ସମୟ ଧରି ୩୦ ଜଣିଆ ଟିମ୍‌ ଜାଲ ବିଛାଇ ଜଗି ରହିଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ କୁମ୍ଭୀରକୁ ଧରିବାରେ ବନ ବିଭାଗ ସଫଳ ହୋଇଛି । କୁମ୍ଭୀରଟିକୁ…

Continue reading
ଏପର୍ୟ୍ୟନ୍ତ ଅନୁଭୂତ ହୋଇନାହିଁ କାର୍ତ୍ତିକର ଶୀତ

ଭୁବନେଶ୍ବର : ଗୋଟିଏ ସପ୍ତାହ ପରେ କାର୍ତ୍ତିକ ସରିବ, କିନ୍ତୁ କାର୍ତ୍ତିକର ଶୀତ ଏପର୍ୟ୍ୟନ୍ତ ଅନୁଭୂତ ହୋଇନାହିଁ। ପାହାଡିଆ ଅଞ୍ଚଳ ସେମିଳିଗୁଡା, ଦାରିଙ୍ଗବାଡି ଏବଂ ଜି.ଉଦୟଗିରିର କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିବା ସହ ଶୀତ ପଡିଥିଲେ ବି ଏବେ ପାରଦ…

Continue reading
ବନ୍ଧା ହେଲେ ଇଡକୋର ଜୁନିୟର ମ୍ୟାନେଜର

ଭୁବନେଶ୍ୱର:ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ୫ କୋଟି ୩୦ ଲକ୍ଷ ୭୨ ହଜାର ୭୧୭ ଟଙ୍କାର ସଂପତ୍ତି ଠୁଳ କରିଛନ୍ତି, ଯାହା…

Continue reading
‘ମୋ ବସ୍‌’ ଏମ୍‌ଡିଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ

ଭୁବନେଶ୍ୱର: କ୍ରୁଟ୍ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ଏ ନେଇ ‘ମୋ ବସ୍‌’ ଏମ୍‌ଡିଙ୍କୁ କଡା ଭର୍ତ୍ସନା କଲେ କୋର୍ଟ।ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ…

Continue reading