ବିଜୟ ଦିଗରେ ଆଗକୁ ବଢ଼ୁଛି ହେମନ୍ତଙ୍କ ଜେଏମଏମ ମେଣ୍ଟ

ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଜେଏମଏକୁ ଶକ୍ତ ଝଟକା ଲାଗିଥିଲା। ଗିରଫ ଯୋଗୁ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଲାଗୁଥିଲା ହେମନ୍ତ ସୋରେନଙ୍କ ରାଜନୀତିକ କ୍ୟାରିୟର ଦି ଏଣ୍ଡ ହୋଇଯାଇଛି। ହେଲେ…

Continue reading
ପ୍ରଥମ ଥର ଲୋକସଭା ଯିବେ ପ୍ରିୟଙ୍କା

ଭୁବନେଶ୍ୱର : ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାକୁ ଯିବା ନିଶ୍ଚିତ ହୋଇଯାଇଛି । ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ିବା ପରେ ପ୍ରିୟଙ୍କା ସେଠାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ । କେରଳରେ ବିଜେପିର ସେଭଳି ଶକ୍ତି ନଥିବାରୁ…

Continue reading
ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବାକୁ ନବୀନ ପରାମର୍ଶ

ଭୁବନେଶ୍ୱର: ଓଡିଶା ଏବଂ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ଯେଉଁ ଲଢେ଼ଇ ଜାରି ରଖିଛି ତାହା ଆହୁରି ଶାଣିତ ହେବ। ଦିଲ୍ଲୀ ଦରବାରରେ ବିଜେଡି ରାଜ୍ୟର ସ୍ୱାର୍ଥ ପାଇଁ ଅତୀତରେ ନିରନ୍ତର ଦାବି କରିଆସିଛି। ଏବେ ସେହି ଦାବିକୁ ଆହୁରି ପ୍ରଭାବୀ…

Continue reading
ଆଦିବାସୀଙ୍କପ୍ରତି ଅତ୍ୟାଚାର ବଢି ଚାଲିଛି, ହେଲେ ସରକାର ନିଦାବିଷ୍ଣୁ: ବିଜେଡି

ଭୁବନେଶ୍ବର: ରାଜ୍ୟରେ ଆଦିବାସୀଙ୍କପ୍ରତି ଶୋଷଣ, ଅତ୍ୟାଚାର ବଢି ଚାଲିଛି, ହେଲେ ସରକାର ନିଦାବିଷ୍ଣୁ। ଆଦିବାସୀ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ବିଫଳ ରାଜ୍ୟ ସରକାର। ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଜଣେ ଆଦିବାସୀ ମହିଳା ଅଭାବରୁ…

Continue reading
ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର

ନୂଆଦିଲ୍ଲୀ: ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର। ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍‌ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ…

Continue reading
ଝାଡ଼ଖଣ୍ଡ ଭୋଟ୍ ଗଣତି; ବିଜେପି ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏଠାରେ ବିଜେପି ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଦୁଇ ଟାଣୁଆ ନେତା ହେମନ୍ତ ସୋରେନ ଏବଂ ଚମ୍ପାଇ ସୋରେନ ନିଜ…

Continue reading
ଓ୍ୱାୟନାଡ଼ ଉପନିର୍ବାଚନ: ପ୍ରିୟଙ୍କା ଗାନ୍ଧି ଆଗୁଆ

ନୂଆଦିଲ୍ଲୀ: କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ଆସୁଛି। ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗଣତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ନିର୍ବାଚନ ମୈଦାନରେ ଡେବ୍ୟୁ କରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ୨୦ ହଜାର…

Continue reading
୫ ବର୍ଷ ପୂର୍ବରୁ ସରକାରକୁ ଫେରିବା ଅବାସ୍ତବ: ବ୍ରଦି ପାତ୍ର

ଭୁବନେଶ୍ୱର: ବିଜେଡି ପୁଣି ସରକାରକୁ ଫେରିବା ବ୍ରାନବାଜିକୁ ନେଇ ବଦ୍ରି ପାତ୍ର କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା । ଯେଉଁ ବିଜେଡି ନେତା ଏଭଳି କଥା କହୁଛନ୍ତି…

Continue reading
ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ:ଲତିକା

କବିସୂର୍ୟ୍ୟନଗର: ଗତକାଲି କବି ସୂର୍ୟ୍ୟନଗର କାଳିମେଘୀ ଗାଁ ନିକଟରେ ଏକ ସଭାରେତନ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ କହିଛନ୍ତି, ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସମସ୍ତେ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ…

Continue reading
ମୋ ପରିବାର ହିଂସାରେ ବିଶ୍ବାସ କରେନି : ବବି

ଭୁବନେଶ୍ୱର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଛି । ଗତକାଲି ସଂଧ୍ୟାରେ ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣାସ୍ଥଳରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ବିଧାୟକ ହିଂମାଶୁଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।…

Continue reading