ବ୍ରାଉନସୁଗାର ମାଫିଆକୁ ଏନକାଉଣ୍ଟର

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । ନିଶା ମାଫିଆକୁ ଏନକାଉଣ୍ଟର । ଡ୍ରଗସ କାରବାର ବେଳେ ପୋଲିସର ଧରପଗଡ । ସ୍ପେଶାଲ କ୍ରାଇମ୍ ୟୁନିଟ ଦେଖି ଖସିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ । ନିଜକୁ ବଞ୍ଚାଇବାକୁ ପୋଲିସ ଉପରକୁ ଗୁଳି ଚଳାଇଥିଲା…

Continue reading
୫୦ ହଜାର ଟଙ୍କା ଜାଲ୍‌ ନୋଟ୍‌ ଜବତ

ଭୁବନେଶ୍ୱର : ଟିଟିଲାଗଡରେ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଗୁରୁବାର ଜବତ ହୋଇଛି । ଜାଲ ନୋଟ୍‌ ରାକେଟ ଠାବ ହେବା ସହ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ…

Continue reading
ବେଆଇନ କୋଇଲା ଖଣି ଉପରେ ରେଡ୍,ଜବତ ହେଲାଣି ୨୫୦ ଟନ୍‌ରୁ ଅଧିକ

ସୁନ୍ଦରଗଡ:ସୁନ୍ଦରଗଡ଼ରେ ବେଆଇନ୍‌ କୋଇଲା ଖଣି ଉପରେ ଚାଲିଛି ଘନ ଘନ ଚଢ଼ାଉ । ଏବେ ସୁଦ୍ଧା ୨ଶହ ୫୦ ଟନ୍‌ରୁ ଅଧିକ କୋଇଲା ଜବତ ହେଲାଣି । ଘଟଣାସ୍ଥଳରେ ଖଣି ବିଭାଗର ଡେପୁଟି ଡାଇରେକ୍ଟର ତଦନ୍ତ କରିବା ସହ ଜଙ୍ଗଲରେ ଗଚ୍ଛିତ…

Continue reading
ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଷଢେଇଗଡରେ ବୋମା ବିସ୍ଫୋରଣ । ଜଣେ ମୃତ ଜଣେ ଗୁରୁତର । ରବିବାର ବିଳମ୍ବିତ ରାତିରେ ବାଇକରେ ବୋମା ନେଇ ଯାଉଥିବା ବେଳେ ଷଢେଇଗଡ ବିଶ୍ବାଳ ସାହି ନିକଟରେ ବାଇକ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ…

Continue reading
ସ୍ତ୍ରୀ, ପୁଅ ଓ ଶାଳୀକୁ ଗୁଳି କଲା ସ୍ୱାମୀ

ଢେଙ୍କାନାଳ: ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ ଅଘଟଣ। ନୃସଂଶ ପାଲଟିଲା ସ୍ୱାମୀ। ଅତି ନିର୍ଦୟ ଭାବେ ସ୍ତ୍ରୀ, ପୁଅ ଓ ଶାଳୀକୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଛି। ଗୁଳି କରିବା ପରେ ସେମାନଙ୍କୁ କଟୁରୀରେ ଆକ୍ରମଣ କରିଛି। ସ୍ୱାମୀର ଏହି…

Continue reading
ମା’ ସହ ବିଷ ପିଇଲେ ଭାଇଭଉଣୀ

ବ୍ରହ୍ମପୁର: ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ବିଷ ପିଇଦେବା ପରେ ମା’ ସହ ଭାଇଭଉଣୀ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଏମକେସିଜି ମେଡ଼ିକାଲରେ ଡାକ୍ତର ୩ଜଣଙ୍କ ମୃତ୍ୟୁ ଘୋଷଣା…

Continue reading
୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନାଞ୍ଚଳରେ ଜଣେ ୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି କ୍ଷ ଗତକାଲି ପୂର୍ବାହ୍ନରେ ଘର ବାହାରେ ଖେଳୁଥିବା ବେଳେ ମୋବାଇଲ ଦେଖାଇବା ବାହାନାରେ ଅଭିଯୁକ୍ତ ନିଜ ଘରକୁ ଟେକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା…

Continue reading
ଅନୁଗୁଳରେ ପୁଣି ଏନକାଉଣ୍ଟର

ଅନୁଗୁଳ: ଅନୁଗୁଳରେ ପୁଣି ଏକ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକକୁ ଏନକାଉଣ୍ଟର । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି। ତାକୁ ଅନୁଗୁଳ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ, ଅପରାଧି କ୍ଷୀରୋଦ ନାୟକକୁ ଏନକାଉଣ୍ଟର…

Continue reading
ଜୟନାରାୟଣଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ନେଇ ଥାନା ଅଧିକାରୀ କହିଛନ୍ତି ।…

Continue reading
ଯୁବକଙ୍କୁ ନିର୍ମମ ହତ୍ୟା

ଜଟଣୀ: ବଜାର ଉପରେ ଗଡ଼ିଲା ମୁଣ୍ଡ । ଘରୁ ଡାକିଆଣି ଯୁବକଙ୍କୁ ନିର୍ମମ ହତ୍ୟା । ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁରଠାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ଜଟଣୀ ନୂଆଗାଁ…

Continue reading