arrested ଡାକ୍ତରଖାନାରୁ ଫେରାର କଏଦୀ ଗିରଫ

ସୁନ୍ଦରଗଡ଼ : ଡାକ୍ତରଖାନାରୁ ଫେରାର କଏଦୀ ଗିରଫ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ୨୫ ତାରିଖ ରାତିରେ ଫେରାର ହୋଇଯାଇଥିବା ବିଚାରାଧୀନ କଏଦୀ ଟେକଚାନ୍ଦ ବେହେରା (୨୪) ଙ୍କୁ ୫ ଦିନ ପରେ ପୁଲିସ୍ ଧରିବାରେ ସଫଳ ହୋଇଛି ।…

Continue reading
puri ratna bhander ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ପୁରୀ: ଆଜିଠୁ ଦୁଇ ଦିନ ଧରି ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାର ଗଣତିମଣତି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ (ଏସ୍‌ଓପି) କୁ ଏହି ସମୟରେ ପାଳନ କରାଯିବ । ଗଣତିମଣତି ସମୟରେ କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ…

Continue reading
cm mohan majhi ଶେଫିନ୍ ଅହମ୍ମଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: କର୍କଟ ଯୁଦ୍ଧରେ ହାରିଗଲେ ୨୦୦୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦ କେ । କେରଳମ୍‌ର ଥିରୁଅନନ୍ତପୁରମ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ସୋମବାର) ତାଙ୍କର ପରଲୋକ ଘଟିଛି । ଶେଫିନ୍ ଦୀର୍ଘଦିନ…

Continue reading
ips dead କର୍କଟ ଯୁଦ୍ଧରେ ହାରିଗଲେ IPS ଶେଫିନ୍ ଅହମ୍ମଦ

ଭୁବନେଶ୍ବର: କର୍କଟ ଯୁଦ୍ଧରେ ହାରିଗଲେ ୨୦୦୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦ କେ । କେରଳମ୍‌ର ଥିରୁଅନନ୍ତପୁରମ୍‌ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ଘଟିଛି । ଶେଫିନ୍ ଦୀର୍ଘଦିନ ଧରି…

Continue reading
arrested ୧୭.୨୨ କୋଟି ଚିଟଫଣ୍ଡ ଠକେଇ, 4 ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୪ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଗିରଫ କରିଛି । ଗତ ଅଗଷ୍ଟ 28ରେ ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ଦେବବ୍ରତ ଦତ୍ତଙ୍କୁ CBI ଭୁବନେଶ୍ୱର ଶାଖା ଟିମ୍ କାବୁ…

Continue reading
high court of odisha ଓଡ଼ିଶାରେ ଗୁଟକା ଓ ତମାଖୁ ପାନମସଲା ଉପରେ କଟକଣା, ଆଇନ ସମ୍ମତ କହିଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ତମାଖୁ କିମ୍ବା ନିକୋଟିନ୍ ଥିବା ଖାଦ୍ୟ ଉତ୍ପାଦ ଉପରେ ରୋକ ​​ଲଗାଇବା ପାଇଁ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଗୁଟକା ଓ ତମାଖୁ ପାନମସଲା କଟକଣା ସଂପର୍କିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି…

Continue reading
rain in odisha ଆଜି ପଶ୍ଚିମ ଓଡ଼ିଶା ଭୀଷଣ ବର୍ଷିବ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଥିବା ଲଘୁଚାପ କ୍ଷେତ୍ରଟି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷା ଲାଗି…

Continue reading
low pressure ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ସୋମବାର ଭୋର ୫ଟା ୩୦ ସୁଦ୍ଧା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି…

Continue reading
nepal flood ନେପାଳ ବନ୍ୟା : ୪ ଓଡ଼ିଆ ମୃତ

ଦିଗପହଣ୍ଡି: ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪) ଆନ୍ଧ୍ରର ଶ୍ରୀକାକୁଲମ ଜିଲା ପାର୍ବତୀପୁରମର ତାଙ୍କ ସ୍ବାମୀ ସନ୍ତୋଷ ସାହୁ(୪୬), ପୁଅ ସ୍ପନ୍ଦନ ସାହୁ(୧୮), ଝିଅ…

Continue reading
school closed for rain ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼: ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜିଲା ପାଇଁ ରେଡ୍‌ ଓ୍ବାର୍ନିଂ ଜାରି କରାଯିବା…

Continue reading