ଓଡ଼ିଶା ଟି୨୦ ଲିଗ୍: ସମ୍ବଲପୁରକୁ ହରାଇ କେନ୍ଦୁଝର ମାଇନର୍ସ ଚାମ୍ପିଅନ୍
କଟକ: ବାରବାଟୀ ଷ୍ଟାଡିୟମ୍ରେ ବୁଧବାର ଭାରତ ମସଲା ଓଡ଼ିଶା ଟି୨୦ ଲିଗ୍ ସିଏମ୍ ଟ୍ରଫିର ଫାଇନାଲ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ସମ୍ବଲପୁର ୱାରିୟର୍ସକୁ ୯ ୱିକେଟ୍ରେ ପରାସ୍ତ କରି କେନ୍ଦୁଝର ମାଇନର୍ସ ଚାମ୍ପିଅନ୍ ହୋଇଛି। ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ…














