ଏସିଆ କପ୍ ପାଇଁ ଭାରତୀୟ ମହିଳା ଦଳରେ ଓଡ଼ିଶାର ମିଡ୍ଫିଲ୍ଡର ସୁନେଲିତା ଟୋପ୍ପୋ
ନୂଆଦିଲ୍ଲୀ,22/08: ଏସିଆ କପ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ବିଶ୍ବକପ୍ ଯୋଗ୍ୟତା ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଏହି ମହାଦେଶୀୟ ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚୀନର ହଙ୍ଗ୍ଝୁରେ ଖେଳାଯିବ। ଆହତ କାରଣରୁ ଭେଟେରାନ୍ ଗୋଲକିପର୍ ସବିତା…











