ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଉଦଳା: ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମାତ୍ର ୩ ଫୁଟ ଉଚ୍ଚରେ ଥିବା ବାଉଁଶରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଥିବା ଏକ ଆଶ୍ରମ ବିଦ୍ୟାଳୟରେ…
ଉଦଳା: ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମାତ୍ର ୩ ଫୁଟ ଉଚ୍ଚରେ ଥିବା ବାଉଁଶରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଥିବା ଏକ ଆଶ୍ରମ ବିଦ୍ୟାଳୟରେ…
ବାଲେଶ୍ୱର: ସ୍ୱାମୀ ସ୍ତ୍ରୀଙ୍କ ହାତ ବାନ୍ଧି, ଆଖିରେ ପଟି ବାନ୍ଧିବା ସହ ମୁଣ୍ଡରେ ଲୁହା ରଡ୍ ଲଗାଇ ୫ ଲକ୍ଷ ଟଙ୍କା, ସୁନା ହାର, ଦୁଇ ହଳ କାନଫୁଲ ଓ ୨ ଶହ ଗ୍ରାମ ସୁନା ଲୁଟ୍ । ବାଲେଶ୍ୱର ଜିଲ୍ଲା…
ସମ୍ବଲପୁର: ସମ୍ବଲପୁରରେ ପୁଣି ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରଙ୍ଗିଆଟିକ୍ରାରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡଙ୍ଗୀଙ୍କୁ ଗୁଳିମାଡ ହୋଇଛି। ଭୋର ପ୍ରାୟ ୫ଟା ୧୫ରେ ରଙ୍ଗିଆଟିକ୍ରା ଗୋବିନ୍ଦପୁରରେ ପୁଲିସ୍ ଓ ଅପରାଧୀ ମୁହାଁମୁହିଁ ହୋଇଥିଲେ। ପୁଲିସ୍ କୁ ଦେଖି ପ୍ରଥମେ ଗୁଳି…
ବଲାଙ୍ଗିର: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି କ୍ଷ ହତ୍ୟାକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଟିମ୍ ପହଞ୍ଚି ତଦନ୍ତ…
ବାଲେଶ୍ୱର: ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବେଲବାରିଆ ଗ୍ରାମରେ। କୌଣସି କଥାକୁ କେନ୍ଦ୍ର କରି ନାବାଳକ ପୁଅ…
ଜଗତସିଂହପୁର: ମଝି ସମୁଦ୍ରରେ ବାଂଲାଦେଶ-ଭାରତ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଏକ ମାଛଧରା ବୋଟ୍କୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)। ମାଛଧରା ବୋଟ୍ରେ ଥିବା ୧୪ ଜଣଙ୍କୁ ଅଟକ ରଖାଯିବା ସହ ଚୋରା ଚାଲାଣ ହେଉଥିବା ପ୍ରାୟ କୋଟିଏ…
କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ସମ୍ମୁଖ ମୁଖ୍ୟ ରାସ୍ତା ରାସ କାର୍ୟ୍ୟାଳୟ ନିକଟରୁ ପୁଲିସ ଏକ ଟ୍ରକରୁ ୧ ହଜାର ୫ କେଜି ଗଞ୍ଜେଇ ଜବତ କରିଛି। ପୁଲିସ ଡ୍ରାଇଭରକୁ ଗିରଫ କରିଥିବା ବେଳେ ଆଉ ଜଣେ…
ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶିଗୁଡ଼ା ଗାଁରେ ଅଭାବନୀୟ ଘଟଣା। ଏକ ଘର ଭିତରୁ ମିଳିଲା କିନ୍ନରଙ୍କ ଝୁଲନ୍ତା ମୃତଦେହ। ମୃତକ ଜଣକ କୋଟିନଡ଼ା ଗ୍ରାମର ଅଜିତ ବିଷୋୟୀ ଓରଫ ଅଞ୍ଜଳି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି…
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ତଲକଇଁସାରି ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ହତ୍ୟା ପରେ କଟା ମୁଣ୍ଡକୁ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଲା…
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଡବଲ ଏନକାଉଣ୍ଟର। ଦୁଇ ଦୁଷ୍କର୍ମ ଅଭିଯୁକ୍ତ ପୁଲିସ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ କୋର୍ଟରେ ହାଜର କରିବାକୁ ନେବା ସମୟରେ ଏହି ଘଟଣା ଘଟିଥିବା ଉତ୍ତରାଞ୍ଚଳ ଆଇଜି ଏବଂ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ଵୟ ହେଳେ…