ଗାନ୍ଧିମାର୍ଗରୁୁ ଅକ୍ଷୟ କୁମାରଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର,: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଅନଶନରେ ବସିଥିବା ନବ ନିର୍ମାଣ ଯୁବଛାତ୍ର ସଂଗଠନର ମୁଖ୍ୟ ଅକ୍ଷୟ କୁମାରଙ୍କୁ ପୁଲିସ ଶେଷରେ ଗାନ୍ଧିମାର୍ଗରୁ ଉଠାଇ ନେଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

Continue reading
ମହିଳା ହକି ଦଳ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଏସିଆଡ୍‌ରେ ମହିଳା ହକିରେ ଭାରତ ଚାମ୍ପିଅନ ହେବାର ଗୌରବ ଲାଭ କରିଛି । ସ୍ୱର୍ଣ୍ଣ ସହ ମହିଳା ଦଳ ସିଧାସଳଖ ଆଗାମୀ ୨୦୨୮ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛି…

Continue reading
ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ

ହାଟଡିହୀ: କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ କେସ୍ ନଂ ୧୮୨/୨୬ ରୁଜୁ କରି ମୁଣ୍ଡୁକାଟି ଗ୍ରାମର ଅଭିଯୁକ୍ତ ରଞ୍ଜନ…

Continue reading
ପୁଣି ଆସୁଛି ଲଘୁଚାପ!

ଭୁବନେଶ୍ୱର:ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ…

Continue reading
ଗାନ୍ଧୀ ଜୟନ୍ତୀରେ ରୋଗୀଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ

ରାଇକିଆ: ଗାନ୍ଧୀ ଜୟନ୍ତୀ ଅବସରରେ କନ୍ଧମାଳ ପାଷ୍ଟର ଆସୋସିଏସନ ଟ୍ରଷ୍ଟ, ରାଇକିଆ ପକ୍ଷରୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀମାନଙ୍କୁ ଭେଟିବା ସହ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ବିଶେଷକରି ମା’ ଗୃହରେ ରହୁଥିବା ମହିଳାମାନେ ଏବଂ ପ୍ରସୂତି…

Continue reading
ରାଇକିଆ ପଞ୍ଚାୟତରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସ୍ୱତନ୍ତ୍ର ଗ୍ରାମସଭାରେ ସ୍ୱଚ୍ଛତା, ଜନସହଭାଗିତା ଓ ଗ୍ରାମର ସାମଗ୍ରିକ ବିକାଶ ନେଇ ଆଲୋଚନା ରାଇକିଆ: କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି।…

Continue reading
ବିଜେଡିର ଜନ ସମ୍ପର୍କ ଅଭିଯାନ ପଦଯାତ୍ରା, କୁଆଡେ ଗଲେ ଦିଲ୍ଲୀପ ଓ ସୁବ୍ରତ

ନିମାପଡା : ନିମାପଡାରେ ବିଜେଡ଼ିର ଜନସଂପର୍କ ଅଭିଯାନ ପଦଯାତ୍ରା ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ । ବିଜେଡି ବ୍ଲକ ସଭାପତି ଭାଗ୍ୟଧର ଖଟୋଇଙ୍କ ନେତୃତ୍ୱରେ ଆଜି ନିମାପଡାରେ ଜନ ସଂପର୍କ ଅଭିଯାନ ପଦଯାତ୍ରା…

Continue reading
ବିଜେଡିର ଜନସଂପର୍କ ପଦଯା‌ତ୍ରା‌ ଆରମ୍ଭ

ଦେବଗଡ଼: ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ଠାରୁ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ କରାଯାଇଛି।ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ହୀରାଲାଲ ସାହୁଙ୍କ ନେତୃତ୍ୱରେ ବାରକୋଟ ବ୍ଲକ କଣ୍ଢଳ କଲେଜ ଛକରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା।ଏହାପରେ ପଦଯାତ୍ରାରେ…

Continue reading
ଜ଼ିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଦେବଗଡ଼:ସ୍ଥାନୀୟ ସଂସ୍କୃତି ଭବନରେ ଆଜି ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ପ‌ୌରାଧ୍ୟକ୍ଷ‌‌ା ଶାନ୍ତି ମଞ୍ଜରୀ ଦେଇ,ବରିଷ୍ଠ ନାଗରିକ ସୁଧୀର କପରଦାର ସମ୍ମାନିତ ଅତିଥି…

Continue reading
ସେବା ସଂକଳ୍ପ ଅଭିଯାନ ପାଇଁ ବିଜେପି ପକ୍ଷରୁ ଫଳ ବଣ୍ଟନ

ଦେବଗଡ଼:ଗାନ୍ଧୀ ଜୟନ୍ତୀ ଏବଂ ସେବା ସଂକଳ୍ପ ଅଭିଯାନ ଅବସରରେ ଆଜି ବିଜେପି ନଗର ମଣ୍ଡଳ ପକ୍ଷରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି। ନଗର ମଣ୍ଡଳ ସଭାପତି ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି…

Continue reading