low presure rain ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଭୋର ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

Continue reading
ratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

ପୁରୀ: ଆସନ୍ତା ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ମଣତି କରାଯିବ।…

Continue reading
low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଗତକାଲି ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ଆଜି ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳ ଉପରେ ବାୟୁମଣ୍ଡଳର ୫.୮…

Continue reading
farmer registration ୭.୧୮ଲକ୍ଷ ଚାଷୀ କଲେଣି ପଞ୍ଜୀକରଣ

ଭୁବନେଶ୍ବର : ଖରିଫ ଧାନ ସଂଗ୍ରହ ୨୦୨୬-୨୭ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ କରିସାରିଲେଣି। ବିଶେଷକରି ଶୁକ୍ରବାର ୧ ଲକ୍ଷରୁ ଅଧିକ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି…

Continue reading
Heavy Rain Warning for Odisha ବର୍ଷା : ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ, ଉତ୍ତର, ଉପକୂଳ ସବୁଆଡେ ବର୍ଷିବ। ଅଧାରୁ ଅଧିକ ଜିଲାରେ ବର୍ଷା ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡିରେ ୭ରୁ ୧୧…

Continue reading
world athletics continental tour ଆଜି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର ସିଲଭର୍‌ ମିଟ୍‌, ଶୁଭାରମ୍ଭରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ କିଛି ଘଣ୍ଟାର ଅପେକ୍ଷା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର ମିଟ୍ । କେବଳ ଓଡ଼ିଶା ନୁହେଁ, ଭାରତରେ ଏହି ପ୍ରତିଯୋଗିତା ପ୍ରଥମ ଥର ଆୟୋଜିତ ହେଉଛି ।ଓଡ଼ିଶା ସରକାରଙ୍କ କ୍ରୀଡ଼ା…

Continue reading
LOVE ହସ୍ପିଟାଲ୍‌ ଶଯ୍ୟାରୁ ପ୍ରେମିକ ସହ ନାବାଳିକା ଚମ୍ପଟ

ପୁରୀ: ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ୱାର୍ଡରେ ଆଡମିସନ୍ ହୋଇଥିଲେ । ରାତିରେ ଜଗି ରହିଥିଲେ ମା’ । ସକାଳେ ମା’ ଶୌଚାଳୟକୁ ଯାଇଥିବା ବେଳେ ଶଯ୍ୟାରୁ ଉଠି ପ୍ରେମିକ ସହ ଚମ୍ପଟ ମାରିଛି ନାବାଳିକା । ଝିଅକୁ ଖୋଜିଖୋଜି…

Continue reading
LOVE SEX DHOKA ପୁଲିସ ବାବୁଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ

ବାରିପଦା: ଖାକିରେ କଳଙ୍କ। ଆଇନ ରକ୍ଷା କରୁଥିବା ପୁଲିସ ବାବୁଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ…

Continue reading
SNAKE BITE କାମୁଡ଼ିଦେଲା ସାପ, କକା-ପୁତୁରା ମୃତ

ନୂଆପଡ଼ା : ପୋଲ କାମରେ ନିୟୋଜିତ ଥିବା କକା-ପୁତୁରାଙ୍କୁ କାମୁଡ଼ି ଦେଇଥିଲା ସାପ। ହେଲେ କେହି ଜାଣି ପାରିଲେନି। ଅନ୍ୟ ଜଣେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବା ବେଳେ ହସ୍ପିଟାଲରେ ଚାଲିଗଲା କକା ଓ ପୁତୁରାଙ୍କ ଜୀବନ। ଏମିତି ଏକ…

Continue reading
RAID IN BERHAMPUR ବ୍ରହ୍ମପୁରରେ ଚଢ଼ାଉ, ୪୦୦ କେଜି ଅପମିଶ୍ରିତ ଛେନା ପନିର ନଷ୍ଟ

ବ୍ରହ୍ମପୁର: ଆଗକୁ ପାର୍ବଣ ରହିଥିବା ବେଳେ ଏହାରି ପୂର୍ବରୁ ଗତ ଦୁଇ ଦିନ ଧରି ରାଜ୍ୟବ୍ୟାପୀ ଅପମିଶ୍ରିତ ଛେନା, ପନିର, ଖୁଆ ଓ ରାବିଡ଼ି ପ୍ରସ୍ତୁତ ହେଉଥିବା ଏବଂ ବିକ୍ରି ହେଉଥିବା ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗ ଚଢାଉ ଜାରି ରଖିଛି…

Continue reading