ବିଜେପିକୁ ନବୀନ ମଧ୍ୟ ପଳାଇ ଆସିବେ: ଜୟନାରାୟଣ

ଭୁବନେଶ୍ୱର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପୁଣି ବିଜୁ ଜନତା ଦଳକୁ ତାଚ୍ଛଲ୍ୟ କରିଛନ୍ତି । ସେ କହିଛନ୍ତି ଯେ ବିଜେଡି ଭାଙ୍ଗିଯାଉ ବୋଲି ବିଜେପି ଚାହୁଁନାହିଁ । ଦଳଟା ଥାଉ, ଶତ୍ରୁ ବଞ୍ଚି ଥାଆନ୍ତୁ । ଆଉ ଅପମାନିତ…

Continue reading
ଜାନୁଆରୀରେ ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରେ ରାଜ୍ୟ ବିଜେପିର ନୂଆ ସଭାପତି ପାଇଁ ନିର୍ବାଚନ ହେବ । ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏନେଇ ଗୁରୁବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି ଏକ ଗଣତାନ୍ତ୍ରିକ ଦଳ ।…

Continue reading
ବିଜେଡି ଇତିହାସ ଶେଷ ହୋଇଯିବ: ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଡ଼ିଶା ଆସି ବିଜେଡି ଉପରେ ବର୍ଷୁଥିଲେ । ଆଉ ଏବେ ନିର୍ବାଚନ ପରେ ବି ଓଡ଼ିଶା ଆସି ବିଜେଡି ଉପରେ ବର୍ଷୁଛନ୍ତି । ଆମେ କହୁଛୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଦୁଇ ଦିନିଆ ଓଡ଼ିଶା…

Continue reading
୫ ହଜାର ଗୃହରକ୍ଷୀ ପଦବୀ ସୃଷ୍ଟି କରାଯିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଆର୍‌ଏସ୍‌ଏସ୍‌ ଯାନ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆହୁରି ସଶକ୍ତ ହେବ ଗୃହ ବିଭାଗ। ପୋଲିସ ବିଭାଗ ୧୦ ହଜାର ପଦବୀ ପୂରଣ ହେବ। ୫ ହଜାର ଗୃହରକ୍ଷୀ ପଦବୀ ସୃଷ୍ଟି କରାଯିବ…

Continue reading
ହାଥରସ ଗସ୍ତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:ହାଥରସ ଗସ୍ତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀରୁ ହାଥରସ ଅଭିମୁଖେ ବାହାରିଛନ୍ତି। ଯାହାକୁ ନେଇ ଜୋର ଧରିଛି ରାଜନୈତିକ ଆଲୋଚ଼ନା। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ, ରାହୁଲ…

Continue reading
ଏଣିକି ଭଡ଼ାରେ ଲାଗିବ ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା

ଭୁବନେଶ୍ବର: ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା ଏଣିକି ଭଡ଼ାରେ ଲାଗିବ। ଦିର୍ଘ ଦିନ ଧରି ପଡିରହିଥିବା ସରକାରୀ ଘର ପୁଣି ନୂଆ ହେବ। ଖୋଲିବ ଦୋକାନ, କାଫେ ଓ ବ୍ୟବସାୟୀକ ପ୍ରତିଷ୍ଠାନ। ଏନେଇ ରାଜ୍ୟରେ ସରକାରୀ ଜମି ଓ ଘର…

Continue reading
ଭୁବନେଶ୍ୱରରେ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ବିଶ୍ୱଶର୍ମା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିମାନବନ୍ଦରରୁ ସେ ସିଧାସଳଖ ପୁରୀ ଯାଇ…

Continue reading
ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ, ଗଡ଼ିଲା ଇଆର୍‌ଏସ୍‌ଏସ୍‌ ଯାନ

ଭୁବନେଶ୍ୱର: ଦୈତନଗରୀରେ ଗଡ଼ିଲା ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆର୍‌ଏସ୍‌ଏସ୍‌) ଯାନ ।ପୁଲିସ ସେବା ଭବନରେ ସବୁଜ ପତାକା ଦେଖାଇ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇଆର୍‌ଏସ୍‌ଏସ୍‌ ଯାନ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରାୀ ବଡ଼ ଘୋଷଣା…

Continue reading
ଫାୟାରମ୍ୟାନ୍‌ ଓ ପୋଲିସ୍‌ ଏସଆଇ ନିଯୁକ୍ତିରେ ଦୁର୍ନୀତିର ଗନ୍ଧ: ବିଜେଡି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଥିବା ବେଳେ ରାଜ୍ୟ ପୋଲିସ୍‌ ବିଭାଗରେ ଫାୟାରମ୍ୟାନ ଭାବେ ୯୪୧ ଜଣଙ୍କୁ ନିଯୁକ୍ତି ଦିଆଯିବା ପ୍ରକ୍ରିୟା ଏକ ଗୁଜୁରାଟ କମ୍ପାନୀ ମାଧ୍ୟମରେ ହୋଇଥିବା ବେଳେ…

Continue reading
ପୁଣି ଦଳୀୟ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ବର: ବୁଧବାର ନବୀନ ନିବାସରେ ପାଖାପାଖି ୪୦ ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ଉପସଭାପତି ଦେବୀ ମିଶ୍ର, ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବିଧାନସଭା…

Continue reading