gita abruti competetion ଗୀତା ଆବୃତ୍ତି ପ୍ରତିଯୋଗିତା ନିମନ୍ତେ କାର୍ଯ୍ୟ କାରିଣୀ ବୈଠକ

ଦେବଗଡ଼ -ପ୍ରଜ୍ଞାନ ମିଶନ, ଦେବଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ସେଣ୍ଟର ଫର୍ କଲଚର ଠାରେ ଜ଼ିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ନିମନ୍ତେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଦେବଗଡ଼ ଜ଼ିଲ୍ଲା ପ୍ରଜ୍ଞାନ ମିଶନ ଜ଼ିଲ୍ଲା ସଂଯୋଜକ ତୁଷାରକାନ୍ତ କପରଦାରଙ୍କ…

Continue reading
cultural festival ପଶ୍ଚିମ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ

ଦେବଗଡ଼:ଦେବଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପଶ୍ଚିମ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପରିକ୍ଷିତ ସାହୁ ମୁଖ୍ୟଅତିଥି, ପଶ୍ଚିମ ସଂଭାଗ ସଂପାଦକ ତ୍ରିବିକ୍ରମ ଶତପଥି ମୁଖ୍ୟବକ୍ତା,ଜିଲ୍ଲା ପ୍ରମୁଖ ବିଜୟ ପ୍ରଧାନ, ପ୍ରାନ୍ତ ସଙ୍ଗୀତ…

Continue reading
digital prescription ରୋଗୀଙ୍କ ଲାଗି ଡାକ୍ତର ଲେଖିବେ ଡିଜିଟାଲ ପ୍ରେସ୍‌କ୍ରିସନ୍‌

ଭୁବନେଶ୍ବର: ରୋଗୀଙ୍କ ଲାଗି ଡାକ୍ତର ଲେଖିବେ ଡିଜିଟାଲ ପ୍ରେସ୍‌କ୍ରିସନ୍‌। ଡାକ୍ତର ଯେଉଁ ପ୍ରେସକ୍ରିପସନ ଲେଖି‌େ‌ବ ତାକୁ ଡାକ୍ତର ସ୍କାନ ଆଣ୍ଡ ସେୟାର ଜରିଆରେ ଡିଜି ଲକର ଜରିଆରେ ରଖିପାରିବେ। ଯେଉଁଥିରେ ସେମାନଙ୍କର ରୋଗ, ଔଷଧ ଏବଂ ପରୀକ୍ଷା ବିବରଣୀ ସୁରକ୍ଷିତ ରହିବ।…

Continue reading
cyber chiter arrested ସାଇବର ଅପରାଧୀ ଗିରଫ

ରେଙ୍ଗାଲିକ୍ୟାମ୍ପ : କଲେଜରେ ନାମଲେଖା ବାବଦକୁ ଅର୍ଥ ଠକେଇ କରୁଥିବା ଜଣେ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅତାବିରା ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ତଳପଙ୍ଗା ଗ୍ରାମର ପବିତ୍ର…

Continue reading
low pressure rain in odisha ଲଘୁଚାପ ଆଣିଲା ବଡ଼ ବର୍ଷା

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି। ଉତ୍ତର ଓଡ଼ିଶାର ବାଲେଶ୍ବର ଏନଏଚ-୫ ଗୋବିନ୍ଦପୁରରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି କଳାହାଣ୍ଡି ଜିଲାର ଥୁଆମୂଳ…

Continue reading
fine for late service ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ

ଭୁବନେଶ୍ବର : ଜନସାଧାରଣଙ୍କୁ ସେବା ପ୍ରଦାନରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବରଦାସ୍ତ କରାଯିବନି। ଓଡ଼ିଶା ଜନସେବା ଅଧିକାର ଆଇନ ୨୦୧୨ ଅନ୍ତର୍ଗତ ପ୍ରତ୍ୟେକ ସରକାରୀ ସେବା ସମ୍ପର୍କିତ ଅଭିଯୋଗର ସମାଧାନ ନ ହେଲେ ସ୍ବୟଂକୃତ ଭାବେ ତାହା ଉପରିସ୍ଥ ଅଧିକାରୀଙ୍କ…

Continue reading
hirakud dam ହୀରାକୁଦ ଡ୍ୟାମ: ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ ଜଳଭଣ୍ଡାରର ଜଳସ୍ତର ୬୨୩ ଫୁଟ ଟପିଛି । ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟା…

Continue reading
arrested ବିନା ଲାଇସେନ୍ସରେ ର ମଦ ବିକ୍ରି, ୩ ଗିରଫ

ଦିଗପହଣ୍ଡି: ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ ଗୌତମ ସାହୁ, ହାବିଲଦାର କିଶୋର ନାୟକ, କନଷ୍ଟେବଳ ବାବୁଲା ସାହୁ, ସତୀଶ କୁମାର ସ୍ବାଇଁ, ବାବୁଲା ନାୟକ ସଦଳବଳ…

Continue reading
mv ocean winner ship ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକ ନିଖୋଜ

ପାରାଦୀପ: ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ (୩୯୬ କି.ମି.) ଦୂରରେ ଏହି ଦୁର୍ଘଟଣା ଘଟିଛି। ଜାହାଜରେ ଥିବା…

Continue reading
land slide ବାରବାଙ୍କ ଘାଟିରେ ଭୂସ୍ଖଳନ

କେନ୍ଦୁଝର: କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା ଅବରୋଧ ହେବା ସହ ଯାତାୟାତ ବ୍ୟାହତ ହେଉଛି। କେନ୍ଦୁଝରରୁ ଭଦ୍ରାସାହି ଦେଇ କୋଇଡା, ରାଉରକେଲା (ସୁନ୍ଦରଗଡ଼…

Continue reading