ଦିଲ୍ଲୀରେ ଶକ୍ତିମନ୍ତ୍ରୀ ସମ୍ମିଳନୀ : ୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍ ଶକ୍ତି ଉତ୍ପାଦନ: କେଭି

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ…

Continue reading
ମୋର ସ୍ପର୍ମ ନିଅନ୍ତୁ, ମାଗଣାରେ ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ’ : ଟେଲିଗ୍ରାମ ସିଇଓଙ୍କ ନିଆରା ଅଫର୍‌

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଟେଲିଗ୍ରାମ୍‌ ଆପ୍‌ର ସିଇଓ ପାଭେଲ୍‌ ଡ୍ୟୁରୋଭ। ନିକଟରେ ସେ ୧୦୦ରୁ ଅଧିକ ପିଲାଙ୍କ ଜୈବିକ ପିତା ବୋଲି କହି ବିଶ୍ୱକୁ ଚମକାଇଥିଲେ। ଏବେ ସେ ମହିଳାମାନଙ୍କୁ ସହାୟତା କରିବା ଲାଗି ନିଆରା ଅଫର ଦେଇଛନ୍ତି। ତାଙ୍କ ଶୁକ୍ରାଣୁ…

Continue reading
ମୁହଁ ଖୋଲିଲେ ମନୋଜ ମିଶ୍ର

ଭୁବନେଶ୍ୱର: ମନୋଜ ମିଶ୍ରଙ୍କ ନାଁରେ ଏତଲା ପରେ ମୁହଁ ଖୋଲିଲେ ମନୋଜ। ସାମ୍ବାଦୀକ ସମ୍ମିଳନୀ କରି ନିଜ ଆଡୁ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନିଜକୁ ଡାଇରେକ୍ଟର କହୁଥିବା କିଛି ଲୋକ ଖରାପ ସିନେମା ତିଆରି କରିବା ବନ୍ଦ କରିବେ…

Continue reading
ପିଏମ୍‌ ସୂର୍ଯ୍ୟଘର ପାଇଁ ରାଜ୍ୟ ସରକାର ଦେବେ ସହାୟତା

ଭୁବନେଶ୍ୱର: ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ ୨୦୨୦କୁ ଓଡ଼ିଶା ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ପିଏମ୍‌ ସୂର୍ଯ୍ୟଘର ଯୋଜନାକୁ ଅଧିକ ଆକର୍ଷିତ କରିବାକୁ ଓଡ଼ିଶା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚିନ୍ତା କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ…

Continue reading
ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ

ନୂଆଦିଲ୍ଲୀ: ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୱେବସାଇଟ ଉନ୍ମୋଚିତ । ୱେବସାଇଟକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର…

Continue reading
ଦିଲ୍ଲୀରେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ଲୋକେ

ନୂଆଦିଲ୍ଲୀ:  ବଢ଼ି ଚାଲିଛି ପ୍ରଦୂଷଣ। ଚାରିଆଡେ ଧୂଆଁ ଧୂଆଁ। କିଛି ବି ହେଉନି ଦୃଶ୍ୟମାନ। ଗ୍ୟାସ୍‌ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଆଜି…

Continue reading
ଲୋକଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର୍

କ୍ରୀଡ଼ା କେନ୍ଦ୍ର ବାହାରେ ଶତାଧିକ ଲୋକ ଛିଡ଼ା ହୋଇଥିଲେ। ଅନେକ ଲୋକ ରାସ୍ତାରେ ଚାଲି ଚାଲି ମଧ୍ୟ ଯାଉଥିଲେ। ଏହି ସମୟରେ ହଠାତ ଗୋଟିଏ ଦ୍ରୁତଗାମୀ କାର ଆସିବା ସହ ଲୋକଙ୍କ ଉପରେ ମାଡ଼ି ଯାଇଛି। ଏଥିଯୋଗୁ ୩୫ ଜଣଙ୍କ ମୃତ୍ୟୁ…

Continue reading
୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍‌ ଶକ୍ତି ଉତ୍ପାଦନ : କେଭି

ଦିଲ୍ଲୀରେ ଶକ୍ତିମନ୍ତ୍ରୀ ସମ୍ମିଳନୀ ୧୦ ହଜାର ମେଗାୱାଟ ଛୁଇଁବ ଅକ୍ଷୟ ଶକ୍ତି ଶ୍ରେଷ୍ଠ ୧୦ରେ ଟିପିସିଓଡିଏଲ, ଟିପିଡବ୍ଳ୍ୟୁଓଡିଏଲ, ଟିପିଏନଓଡିଏଲ   ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ…

Continue reading
ଅତି ଉପକାରୀ ମନ୍ଦାର ଫୁଲ , ଜାଣନ୍ତୁ

ମନ୍ଦାର ଫୁଲ: ମନ୍ଦାର ଫୁଲ ଅତି ଉପକାରୀ । କେଶର ବିଭିନ୍ନ ସମସ୍ୟା, ଯେମିତିକି କେଶ ଝଡ଼ିବା, କେଶ ପତଳା ହେବା ଆଦି ସମସ୍ୟା ଦୂର କରିଥାଏ ମନ୍ଦାର ଫୁଲ । ନଡ଼ିଆ ତେଲରେ ଏହାକୁ ପକାଇ ଫୁଟାଇ କେଶରେ ଲଗାଇଲେ…

Continue reading
ଜାମ୍ମୁ କାଶ୍ମୀରରେ ୧୧୯ଜଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି : ଗୁଇନ୍ଦା ବିଭାଗ

ଜମ୍ମୁ-କଶ୍ମୀରରେ ଏବେ ୧୧୯ ଜଣ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଉଭୟ ଅପରେସନ ଓ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ରହି ଉପତ୍ୟକାର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି। ଏପରି କିଛି ସାଂଘାତିକ ତଥ୍ୟ ଗୁଇନ୍ଦା ବିଭାଗ ଦେଇଛି। ଏହି ରିପୋର୍ଟ ଅନୁସାରେ,…

Continue reading