କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ରାଜ୍ୟ ମାନଙ୍କର ଭାଗକୁ 41% ରୁ 50%କୁ ବୃଦ୍ଧି କରିବା ପାଇଁ ଓଡିଶାର ପ୍ରସ୍ତାବ
ଭୁବନେଶ୍ୱର: 2026-31, ଏହି ପାଞ୍ଚବର୍ଷ ପାଇଁ ରାଜ୍ୟ ସରକାର ଓଡିଶା ପାଇଁ 12,59,148 କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ 16ଶ ଅର୍ଥ କମିଶନଙ୍କ ସହିତ ଆଲୋଚନା ପରେ ଗଣମାଧ୍ୟମ ଆଗରେ…















