ସେଣ୍ଟ୍ରାଲ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ସିଲେଇ ତାଲିମ ଶିବିର
ଦେବଗଡ଼:ନୂଆବାଲିରୋଇ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ( ଆରଏସଇଟିଆଇ) ପକ୍ଷରୁ ୩୧ ଦିନିଆ ସିଲେଇ ତାଲିମ ଶିବିର ଆରମ୍ଭ ହୋଇଛି। ଉକ୍ତ ଶିବିରକୁ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି, ମିଶନ ଶକ୍ତିର ଡିପିଏମ ଶିଶିର କୁମାର…
















