arrested ଯୁବତୀକୁ ପ୍ରେମ ପ୍ରତାରଣା: ଅଭିଯୁକ୍ତ ଗିରଫ
ଦେବଗଡ଼:ବିବାହର ପ୍ରତିଶ୍ମୃତି ଦେଇ ପ୍ରେମିକାଙ୍କ ସହିତ ବାରମ୍ବାର ଶାରିରୀକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ପୁଲିସ…
















