ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ଓ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଆସନ୍ତା ଜାନୁଆରୀ ୮, ୯ ଓ ୧୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ…

Continue reading
୬୯ତମ ପୋଲିସ ଡ୍ୟୁଟି ମିଟ୍‌-୨୦୨୪ ଉଦ୍‌ଯାପିତ

କଟକ: ଅପରାଧୀମାନେ ଆଜିକାଲି ନୂଆନୂଆ ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି। ଏଭଳି ପରିସ୍ଥିତରେ ପୁଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ ବୋଲି ଆଜି କଟକରେ ୬୯ତମ ପୁଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦଯାପନୀ ସମାରୋହରେ ପୁଲିସ ବାହିନୀକୁ…

Continue reading
ବାଲିମେଳା ଜଳଭଣ୍ଡାରରେ ସୌର ଶକ୍ତିରୁ ଉତ୍ପନ୍ନ ହେବ ବିଦ୍ୟୁତ୍

ବାଲିମେଳା ଜଳଭଣ୍ଡାର ଭିତରେ ତିଆରି ହେବ ଫ୍ଲୋଟିଙ୍ଗ ପାୱାର ପ୍ରୋଜେକ୍ଟ। ଜଳଭଣ୍ଡାରେ ସୌର ଶକ୍ତିରୁ ଉତ୍ପନ୍ନ ହେବ ବିଦ୍ୟୁତ। ମାଲକାନଗିରି ଜିଲ୍ଲା ବାସୀଙ୍କୁ କମ୍‌ ଶୁଳ୍କରେ ମିଳିବ ବିଦ୍ୟୁତ ସେବା। ଆଜି ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।…

Continue reading
ଘରେ ରଖୁଛନ୍ତି କି ମୟୂର ପ୍ରତିମା ?

ବାସ୍ତୁଶାସ୍ତ୍ର ଅନୁଯାୟୀ, ମୟୂର ପ୍ରତିମା ରଖିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜାର ଆଗମନ ହୋଇଥାଏ। ବିଶେଷକରି ରୁପାର ମୟୂର ପ୍ରତିମା ଘର ପାଇଁ ଅଧିକ ଶୁଭଫଳ ଆଣିଥାଏ। ତେବେ ମୟୂର ପ୍ରତିମାକୁ ଘରର କେଉଁ ସ୍ଥାନରେ ରଖିବା ଶୁଭ ହୋଇଥାଏ ଜାଣନ୍ତୁ…

Continue reading
ଜାଣନ୍ତୁ ଅନ୍ୟର କେଉଁ ଜିନିଷ ବ୍ୟବହାର କରିବେ ନାହିଁ,ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା…

ଅସୁବିଧାରେ ପଡ଼ିଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ହୋଇପାରେ, କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅନ୍ୟଠାରୁ ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା ଉପୁଜିପାରେ। ଯେମିତି କି: * ବେଳେବେଳେ ଦେଖାଯାଏ ସାଙ୍ଗସାଥୀମାନେ…

Continue reading
ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ !

ପାରାଙ୍କୁ ସୁଖଶାନ୍ତିର ପ୍ରତୀକ ବୋଲି କୁହାଯାଏ। ସକାଳେ ସନ୍ଧ୍ୟାରେ ସେମାନଙ୍କୁ ଖାଇବାକୁ ଦେଲେ ଘରେ ସମୃଦ୍ଧି ବଢ଼େ ବୋଲି ବିଶ୍ୱାସ କରାଯାଏ। ଆଉ ବେଳେବେଳେ ଦେଖାଯାଏ, ଘରର ବାଲକୋନିରେ ହେଉ କି ପୋର୍ଟିକୋରେ ପାରା ଆସି ବସା ବାନ୍ଧିଥାନ୍ତି ଏବଂ ସେଠାରେ…

Continue reading
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ କାଲିଠୁ

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଦୈନିକ ୫ ଘଣ୍ଟା ଧରି ମରାମତି କାମ ହେବାକୁ ଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତି ନିର୍ଘଣ୍ଟ ଉପରେ…

Continue reading
ଶପଥ ନେଲେ ସୁଜିତ୍ କୁମାର

ଭୁବନେଶ୍ବର: ରାଜ୍ୟସଭା ସାଂସଦ ଭାବେ ସୁଜିତ୍ କୁମାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁଜିତ୍ । ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଭରିଥିଲେ ସୁଜିତ୍ । ସଂସଦରେ ଓଡିଆରେ ଶପଥ ନେଇଛନ୍ତି ସୁଜିତ୍‌…

Continue reading
ଗାନ୍ଧୀ ମାର୍ଗରେ ଅଙ୍ଗନବାଡି କର୍ମୀ

ଭୁବନେଶ୍ୱର: ଗାନ୍ଧୀ ମାର୍ଗରେ ଏକାଠି ହୋଇ ଆନ୍ଦଳନକୁ ଓହ୍ଲାଇଛନ୍ତି ସାରା ରାଜ୍ୟର ଅଙ୍ଗନବାଡି କର୍ମୀ । ବିଭିନ୍ନ ଦଫା ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମାସିକ ଦରମା ୧୦ ହଜାର ଟଙ୍କାରୁ ବୃଦ୍ଧି କରି ୧୮…

Continue reading
ବନ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ

ମୁନିଗୁଡା : ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ସୂଚନା ମୁତାବକ ଆଜି ବନ ବିଭାଗ ଟିମ୍ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ…

Continue reading