ଶୀତରେ ବ୍ରେକ ଦେଇଛି ବର୍ଷା
ଭୁବନେଶ୍ବର: ଶୀତରେ ବ୍ରେକ ଦେଇଛି ବର୍ଷା । ଡିସେମ୍ବର ମାସ ୯ ତାରିଖ ହେଲାଣି କିନ୍ତୁ ଚଳିତ ବର୍ଷ ଶୀତ ନାହିଁ । ସବୁ ବର୍ଷ ଏହି ସମୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଥାଏ । କିନ୍ତୁ ବଙ୍ଗୋପସାଗରରେ ବାରମ୍ବାର…
ଭୁବନେଶ୍ବର: ଶୀତରେ ବ୍ରେକ ଦେଇଛି ବର୍ଷା । ଡିସେମ୍ବର ମାସ ୯ ତାରିଖ ହେଲାଣି କିନ୍ତୁ ଚଳିତ ବର୍ଷ ଶୀତ ନାହିଁ । ସବୁ ବର୍ଷ ଏହି ସମୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଥାଏ । କିନ୍ତୁ ବଙ୍ଗୋପସାଗରରେ ବାରମ୍ବାର…
ଦେବଗଡ : ଝାମ୍ପି ନେଲେ ଅଧ କେଜି ସୁନା। ଦେବଗଡରେ ସୁନା ଦୋକାନୀଙ୍କ ଠାରୁ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍ । ଅମ୍ବାଦୋଳା ଥାନା ନିକଟ ରାସ୍ତାକଡ ଦୋକାନରୁ ଅଳଙ୍କାର ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ଦୋକାନ ଖୋଲୁଥିବା ବେଳେ…
ସୁନ୍ଦରଗଡ : ବ୍ୟାଟେରୀ ଗାଡିରୁ ନିଆଁ ଲାଗି ଜଳିଗଲା ୪ ଗାଡି । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ରାସ୍ତାରେ ଜଣଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରୀ ଚାଳିତ ସ୍କୁଟରକୁ ଚାର୍ଜରେ ବସାଇଥିବାବେଳେ ନିଆଁ ଲାଗିଯାଇଥିଲା ସ୍କୁଟରରୁ ନିଆଁ ଲାଗି ପାଖରେ…
ନୂଆଦିଲ୍ଲୀ: ସିରିଆରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ୨୪ ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ଘଟିଛି। ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ବସର ଅଲ ଅସଦ। ସେ ପରିବାର ସହ ରୁଷରେ ଆଶ୍ରୟ ନେଇଛନ୍ତି।…
ବନ୍ଧୁଗାଁ: ଅନ୍ଧ ବିଶ୍ଵାସର କରୁଣ ପରିଣତି। ଗୁଣି ଗାରେଡି ସନ୍ଦେହରେ ହତ୍ୟା। ଗୁଣିଆ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଯାରପା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାନୁଯାୟୀ, ଯାରପା ଗାଁର ଜଙ୍ଗମା ମିନିଆକା ନାମକ…
ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟର ୩୦ଟି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତାଙ୍କ ସୂଚନା ଅନୁଯାୟୀ ମେଡିକାଲ ରିକ୍ରୁଟମେଣ୍ଟରେ ୨ଟି ସଂଶୋଧନ କରାଯାଇଛି । ଖୁବଶୀଘ୍ର ୫ ହଜାର…
ଭୁବନେଶ୍ୱର: ରାଜ୍ୟ ସଭା ପାଇଁ ସୁଜିତ୍ କୁମାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ତେବେ ସେ ଆଜି ବିଧାନସଭାରେ ତାଙ୍କର ଏହି ନାମାଙ୍କନ ଭରିବେ। ସୁଜିତ୍ ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ।ଏନେଇ ସେ ପ୍ରଥମେ ରାଜ୍ୟ…
ଭୁବନେଶ୍ୱର: ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିବେ ସୁଜିତ କୁମାର । ଏନେଇ ସେ ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି । ନାମାଙ୍କନ ପୂର୍ବରୁ ସୁଜିତ କୁମାର ରାଜ୍ୟ ବିଜେପି ଅଫିସରେ ରାଜ୍ୟ ସଭାପତିି ମନମୋହନ ସାମଲଙ୍କ ସହ…
ଭୁବନେଶ୍ୱର: ଓଡ଼ିଶା ଚାଷୀଙ୍କ ମୁଣ୍ଡପିଛା ଋଣ ବର୍ଷକରେ ବଢ଼ିଛି ୪୬୮୫ ଟଙ୍କା। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର। ସେ କହିଛନ୍ତି ଯେ ୨୦୨୩ ବର୍ଷରେ ଓଡ଼ିଶାରେ ଚାଷୀଙ୍କ…
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରବିବାର ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ…