ଗୋଟିଏ ଦିନରେ ୪୦ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ
ନୂଆଦିଲ୍ଲୀ: ଗୋଟିଏ ଦିନରେ ୪୦ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ । ନୂଆଦିଲ୍ଲୀର ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ହୋଇଛି। ଡିପିଏସ୍ ଆରକେ ପୁରମ୍ ଏବଂ ପଶ୍ଚିମ ବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି।…
ନୂଆଦିଲ୍ଲୀ: ଗୋଟିଏ ଦିନରେ ୪୦ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ । ନୂଆଦିଲ୍ଲୀର ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ହୋଇଛି। ଡିପିଏସ୍ ଆରକେ ପୁରମ୍ ଏବଂ ପଶ୍ଚିମ ବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି।…
ନୂଆଦିଲ୍ଲୀ: ଦେଶୀ ବୋମା ତିଆରି ବେଳେ ହେଲେ ଭୟଙ୍କର ବିସ୍ଫୋରଣ। ଚାଲିଗଲା ୩ ଜଣଙ୍କ ଜୀବନ। ପଶ୍ଚିମବଙ୍ଗର ମୁର୍ସିଦାବାସରେ ଘଟିଛି ଏଭଳି କିଛି ଅଘଟଣ। ଏଠାରେ ବେଆଇନ ରୂପେ ଏକ ଘରେ ବୋମା ତିଆରି ଚାଲିଥିଲା। ଏହି ସମୟରେ ବିସ୍ଫୋରଣ ହୋଇଥବା…
ଭୁବନେଶ୍ୱର: ଆଇପିଏସ୍ ଅଫିସର ଡି.ଏସ୍ କୁଟ୍ଟେ କେନ୍ଦ୍ରୀୟ ଡେପୁଟେଶନରେ ଯିବାନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍ ଅଫିସର ଆଶିଷ ସିଂଙ୍କ ଡେପୁଟେଶନ ଯିବା ଘୋଷଣା ହେବା ପରେ ଡି.ଏସ୍. କୁଟ୍ଟେଙ୍କ ବିଜ୍ଞପ୍ତି ଜାରି ହୋଇଛି। ବିଏସ୍ଏଫ୍ ଆଇଜି ଭାବେ କୁଟ୍ଟେ…
ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଅରଡ ବଜାରରୁ ୨ କିଲୋ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ବ୍ରାଉନସୁଗାର କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଗରିଫ କରାଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତରା ନାଁ ଅମଜାଦ ଖାଁ ବୋଲି ଜଣାପଡ଼ିଛି।…
ଶନିବାର ଅନୁଷ୍ଠିତ ହୋଇଯାଇଛି ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଓଡ଼ିଶା ସିଟିଜେନ୍ସ ଆୱାର୍ଡ’। ଓଡ଼ିଶା ସିଟିଜେନ୍ସ ଆୱାର୍ଡର ଦ୍ୱାଦଶ ତମ ସଂସ୍କରଣରେ ଚଳିତ ବର୍ଷ ମୋଟ ୯ଟି ବିଭାଗରେ ଜୁରୀ ମେମ୍ବରଙ୍କ ପକ୍ଷରୁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି। କୃଷି ପାଇଁ…
ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସେଠାକାର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ ରାଜଭର…
ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ଯ୍ୟ କରିଛି ଏଏସ୍ଆଇ। ଏନେଇ ସୂଚନା ଦେଇଛନ୍ତି ଏଏସ୍ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ। ସେ କହିଛନ୍ତି ଯେ ଏକ ଧାର୍ଯ୍ୟ ସମୟ ମିଳିଲା ପରେ ଆସନ୍ତା ୧୬ ତାରିଖରୁ କାମ…
ବାଙ୍ଗାଲୁରୁ : ପ୍ରେମରେ ଫସାଇ ବ୍ଲାକମେଲ କରି ପ୍ରେମିକାକୁ ପୁଳା ପୁଳା ଟଙ୍କା ମାଗୁଥିଲା ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ବେଙ୍ଗଲୁରୁରେ । ପ୍ରେମିକ ଜଣଙ୍କ ଏକ ଧନୀ ଯୁବତୀଙ୍କୁ ବିବାହ କରିବ କହି ନିଜ ପ୍ରେମରେ ଫସାଇ…
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହୋଇପାରେ ଭାରତ-ଚୀନ୍ ମଧ୍ୟରେ ବିବାଦର ସମାଧାନ । ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀଙ୍କର ଚାଲିଛି ବୈଠକ। ଏଲଏସିରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସୱାଲ ସୂଚନା ଦେଇଛନ୍ତି । ତେବେ…
ଭୁବନେଶ୍ବର: ଆସନ୍ତା ଡିସେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୪ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଲଘୁଚାପ ରୂପ ନେବ।…