ଇଣ୍ଡକସନରେ ଖାଦ୍ୟ ବନାଇବା ପୂର୍ବରୁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ
ଅଧିକାଂଶ ଲୋକ ଏବେ ଇଣ୍ଡକସନ ବ୍ୟବହାର କରୁଛନ୍ତି। ଏହାସାହାଯ୍ୟରେ ଖାଦ୍ୟ ବନାଇବା ବହୁତ ସହଜ ହେବା ସହିତ ଆରାମଦାୟକ ମଧ୍ୟ। ଇଣ୍ଡକସନରେ ଫ୍ଲେମଲେସ୍ କୁକିଙ୍ଗ୍ ହୋଇଥାଏ। ଏମିତିରେ ଗ୍ୟାସ୍ ଏବଂ ହିଟର ତୁଳନାରେ ଏହା ଅଧିକ ନିରାପଦ ହୋଇଥାଏ। ଗରମ ଦିନରେ…













