୭ଦିନରେ ଚମକିବ ତ୍ୱଚା, ଖାଆନ୍ତୁ ଏହି ୫ଟି ଖାଦ୍ୟ

ଆପଣଙ୍କ ତ୍ୱଚା ଶୁଖିଲା ଏବଂ ଭାଙ୍ଗ ପଡିବାରୁ ଅଧିକ ବୟସ୍କ ଲାଗୁଛନ୍ତି କି? ଡାକ୍ତରଙ୍କ ପରାମର୍ଶ ନେଇ ଅନେକ ଗୁଡିଏ କସମେଟିକ ପ୍ରଡକ୍ଟ ବ୍ୟବହାର କରି ମଧ୍ୟ ସୁଫଳ ମିଳିନାହିଁ କି? ଯଦି ହଁ ତେବେ ଏଥିପାଇଁ କିଛି ପ୍ରାକୃତିକ ଭିଟାମିନ୍‍…

Continue reading
ସାଥୀଙ୍କୁ କିପରି କରିବେ ଖୁସି: ପଢିଲେ ଜାଣିବେ ନିବିଡ଼ ସମ୍ପର୍କର ମୂଳମନ୍ତ୍ର

ପ୍ରେମ ସବୁଠୁ ଅମୂଲ୍ୟ । ପ୍ରତ୍ୟେକ ମଣିଷର ଜୀବନରେ ପ୍ରେମ ଏକ ନୂଆ ଅନୁଭବ ଆଣିଥାଏ। ହେଲେ ସମ୍ପର୍କକୁ ସୁମଧୁର କରିବା ପାଇଁ ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ଜରୁରୀ। ବିଶ୍ୱାସ: ପ୍ରେମରେ ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ।…

Continue reading
ଖରାଦିନେ ତ୍ଵଚାରେ ନ୍ୟାଚୁରାଲ୍‌ ଗ୍ଲୋ ପାଇଁ ନିଶ୍ଚୟ ଖାଆନ୍ତୁ…

ଗ୍ରୀଷ୍ମ ଋତୁର ଆଗମନ ସହିତ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖରାଦିନେ ସାଧାରଣତଃ ତ୍ଵଚାରେ ଟ୍ୟାନିଂ ଭଳି ସମସ୍ୟା ଦେଖାଦେଇଥାଏ। ଆଉ ଏହି ଟ୍ୟାନିଂକୁ ଏଡାଇବା ଲାଗି ଲୋକମାନେ ବଜାରରୁ ବିଭିନ୍ନ ପ୍ରକାରର ମହଙ୍ଗା ସୌନ୍ଦର୍ଯ୍ୟ ଉପକରଣମାନ କିଣିଥାନ୍ତି।…

Continue reading
ବର୍ଷକୁ ଥରେ ରତ୍ନସିଂହାସନ ଛୁଏଁ ମନ୍ଦାର ଫୁଲ

ଶ୍ରୀକ୍ଷେତ୍ରର କଳା ସଂସ୍କୃତି ପରମ୍ପରା ଖୁବ ନିଆରା। ଶ୍ରୀମନ୍ଦିର ଗର୍ଭଗୃହକୁ ମନ୍ଦାର ଫୁଲ ପ୍ରବେଶ ନିଷେଧ । କିନ୍ତୁ ରାବଣ ପାଇଁ ମହାପ୍ରଭୁ ନିୟମ କୋହଳ କରିଦିଅନ୍ତି । ରାବଣଙ୍କୁ ଆଜ୍ଞାମାଳ ପ୍ରଦାନ କରିବାକୁ ବର୍ଷକେ ଥରେ ମନ୍ଦାର ଫୁଲ ରତ୍ନସିଂହାସନ…

Continue reading
ସମ୍ୱଲପୁରୀ ଶାଢୀରେ କଲେ ଫଟୋସୁଟ୍ ମାଧୁରୀ ଦୀକ୍ଷିତ

ଓଡ଼ିଶା ପ୍ରେମରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସମ୍ୱଲପୁରୀ ଶାଢୀରେ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କ ମନ ମୋହିଛନ୍ତି । ଏଥିସହ ସେ ଏକ ନୋଟ୍ ଲେଖି ଓଡ଼ିଶା ପରମ୍ପରାର…

Continue reading
ଗ୍ରୀଷ୍ମ ଦିନେ ଅନୁଭବ କରୁଛନ୍ତି କି ଦୁର୍ବଳତା?

ଗରମ ଦିନରେ ଖାଇବା ପିଇବାକୁ ନେଇ ସାବଧାନ ରହିବା ଜରୁରୀ। ସାଧାରଣତଃ ଖରା ଦିନେ ମଣିଷ ଖୁବ୍‌ ଶିଘ୍ର ଥକି ଯାଆନ୍ତି। ତେବେ ଏହାର କାରଣ କେବଳ ଖାଇବା ବା ପିଇବା ହୋଇନଥାଏ। ଶରୀରରେ ଭିଟାମିନ କମ ଥିଲେ ମଣିଷ ଅନେକ…

Continue reading
ଜାଣନ୍ତି କି, କାହିଁକି ଖାଆନ୍ତି କଦଳୀ ପତ୍ରରେ ଖାଦ୍ୟ ?

ଆମ ଓଡ଼ିଆଙ୍କର ପରମ୍ପରା ରହିଥାଏ କୌଣସି ପୂଜା ପର୍ବରେ କଦଳୀ ପତ୍ରରେ ଖାଇବାର କାରଣ ଏହାକୁ ଶୁଭ ମନାଯାଇଥାଏ । ଆପଣ ଦକ୍ଷିଣ ଭାରତରେ ପ୍ରାୟ ଲୋକଙ୍କୁ କଦଳୀ ପତ୍ରରେ ଖାଉଥିବାର ଦେଖିଥିବେ । କେବଳ ଘରେ ନୁହେଁ ବରଂ ରେସ୍ତୋରାଁ…

Continue reading
ପିଲାଙ୍କ ସାମ୍ନାରେ ଏହିସବୁ କଥା ହେବା ପୂର୍ବରୁ ଥରେ ଜାଣିରଖନ୍ତୁ

ପିଲାମାନେ ଯେତେ ଯେତେ ବଡ଼ ହୁଅନ୍ତି, ସବୁ ଜିନିଷ ବିଷୟରେ ଜାଣିବାକୁ ତାଙ୍କର ସେତିକି ଅଧିକ ଇଚ୍ଛା ଜାଗ୍ରତ ହୁଏ। ବେଳେବେଳେ ପିଲାମାନେ କିଛି କିଛି ଜିନିଷକୁ ଠିକ୍‌ ଭାବେ ବୁଝି ନ ପାରି ଅଲଗା ଅର୍ଥ ବାହା କରି ଦିଅନ୍ତି।…

Continue reading
ଘରକୁ ଥଣ୍ଡା ରଖିବାର ଉପାୟ

ଶୀତତାପ ନିୟନ୍ତ୍ରିତ କକ୍ଷରେ ଝରକା, କବାଟ ସବୁବେଳେ ବନ୍ଦ ରହୁଥିବାରୁ ସଂକ୍ରମଣଜନିତ ରୋଗ ଶୀଘ୍ର ବ୍ୟାପିଥାଏ । ବିଶେଷଜ୍ଞ ଦଳ ମଧ୍ୟ ବାରମ୍ବାର ସତର୍କ କରାଇଛନ୍ତି, କରୋନା ମହାମାରୀ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଏସି (ଶୀତତାପ ନିୟନ୍ତ୍ରିତ ଯନ୍ତ୍ର)ର ବ୍ୟବହାର…

Continue reading
ଗୃହିଣୀମାନଙ୍କ ପାଇଁ କିଛି ଜରୁରି ଟିପ୍ସ

ରୋଷେଇ ଘର ବିଷୟରେ ଯେତେ ଜ୍ଞାନ ଅର୍ଜିଲେ କମ୍ ହେବ । ବିଭିନ୍ନ ସମୟରେ ଘର କରଣା ଜିନିଷକୁ ସାଇତି ରଖିବା ଏତେ ସହଜ ହୋଇନଥାଏ । ଅବଶ୍ୟ ଯଦି ଆମେ କିଛି କିଛି ଟିପ୍ସ ଜାଣିବା, ତାହା ଆମ ପାଇଁ…

Continue reading