ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ବୋହିଲେ ଆଶା ଦିଦି ଓ ପରିବାର ଲୋକ

-ଆମ୍ବୁଲାନ୍ସ ଭିତରେ ଶିଶୁ ପୁତ୍ର ଜନ୍ମ, ବାରକୋଟ ମେଡିକାଲରେ ଭର୍ତ୍ତି ଦେବଗଡ:ଲଗାତାର ବର୍ଷା ପାଇଁ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ ।‌ ଆଜି ସକାଳେ ଗର୍ଭବତୀ ମହିଳାଙ୍କୁ ବୋହି ନାଳ ପାର କଲେ ଆଶା…

Continue reading
ଟ୍ରକକୁ ପିଟିଲା ବସ ! 2 ମୃତ

ସମ୍ବଲପୁର: ସ୍ୱାଧୀନତା ଦିବସରେ ବସ ଯାତ୍ରା ସାଜିଲା ଶେଷ ଯାତ୍ରା । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବାଟରେ ଛକି ବସିଥିଲା ଯମ । ଜିଲ୍ଲାରେ ଜାତୀୟ ରାଜପଥ (55)ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟ୍ରକକୁ ପଛପଟୁ ପିଟିଥିଲା ସରକାରୀ ବସ ।…

Continue reading
ବଲାଙ୍ଗୀରରୁ ବ୍ୟବସାୟୀଙ୍କୁ ଅପହରଣ, ଭୁବନେଶ୍ବରରୁ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁଙ୍କୁ ଅପହରଣର ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ପୋଲିସ । ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି । ଅପହରଣର କାରଣ ଏବେବି ଅସ୍ପଷ୍ଟ ।…

Continue reading
ଫୁଲୁଛି ସୁବର୍ଣ୍ଣରେଖା

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ଉପକୂଳ ତଥା ତଳିଆ ଅଞ୍ଚଳରେ ବନ୍ୟା ଭୟ ଘନେଇବାରେ ଲାଗିଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜିଲ୍ଲାର ଚାରୋଟି ପ୍ରମୁଖ ବ୍ଲକ ବସ୍ତା, ବାଲିଆପାଳ, ଜଳେଶ୍ୱର ଓ…

Continue reading
ବର୍ଷାର ପରିମାଣ ବଢ଼ିବ: ଓଡ଼ିଶାକୁ ରେଡ୍‌ ଆଲର୍ଟ

ଭୁବନେଶ୍ବର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ 24 ଘଣ୍ଟାରେ ଉତ୍ତର ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି…

Continue reading
ପଲିଥିନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ପଲିଥିନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବଜାର ନିକଟ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ଆଜି ସକାଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ…

Continue reading
କୁକୁରକୁ ଟାଣିନେଲା କୁମ୍ଭୀର

ଭଦ୍ରକ: ଭଦ୍ରକ ଜିଲ୍ଲା ବୋଡ଼କ ପଞ୍ଚାୟତରେ କୁମ୍ଭୀର ଆତଙ୍କ। ରେବ ନଦୀରେ ଏକ ବିଶାଳ କୁମ୍ଭୀର ବୁଲୁଥିବା ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଏହାସହ ରାସ୍ତାରେ ବୁଲୁଥିବା ଏକ କୁକୁରକୁ କୁମ୍ଭୀର ଟାଣି ନେଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଫଳରେ ବନ୍ୟା…

Continue reading
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର; ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ପୁଣି ୧୯ ଏବଂ ୨୦ ଆଡକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର…

Continue reading
ଭଦ୍ରକରେ ପୁଣି ଫୁଲୁଛି ବୈତରଣୀ ଓ ସାଳନ୍ଦୀ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ପୁଣି ଥରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳରେ ନଦୀ ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବହୁ ସ୍ଥାନରେ ରାସ୍ତା ଉପରେ…

Continue reading
ଜୁଡ଼ିଆ ଘାଟିରେ ଭୂସ୍ଖଳନ

କେନ୍ଦୁଝର: କେନ୍ଦୁଝର ସହରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଅବିଶ୍ରାନ୍ତ ବର୍ଷାର ପ୍ରଭାବରେ କୋଲକାତା-ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟି ନିକଟରେ ଭୂସ୍ଖଳନ ହୋଇଛି। ଘାଟିରୁ ବଡ଼ ବଡ଼ ପଥର ଓ ମାଟି ଖସି ରାସ୍ତା…

Continue reading