WRONG INJECTION ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ

ନୂଆପଡ଼ା: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ, ଶବ ରଖି ପରିବାର ଲୋକଙ୍କ ଧାରଣା। ଏଭଳି ଅଭାବନୀୟ ଘଟଣାଦେଖିବାକୁ ମିଳିଛି ନୂଆପଡ଼ାରେ। ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ଦିନ କୋମନା ବ୍ଲକ୍ ପେଣ୍ଡରାପଦର ଗାଁର ଲଛନ୍ତି ମାଝୀ(୩୫)…

Continue reading
MV OCEAN WINNER ଏପର୍ଯ୍ୟନ୍ତ ମିଳୁନି ନିଖୋଜ ୨୨ ନାବିକଙ୍କ ସନ୍ଧାନ

ପାରାଦୀପ ଆସିଥିବା ଏମଭି ଓସିଅନ ୱିନର ଜାହାଜର ୨ ନାବିକଙ୍କୁ ପଚରାଯାଇଛି ୬୭ ପ୍ରଶ୍ନ। ଗତକାଲି ବିଭିନ୍ନ ଏଜେନ୍ସି ପକ୍ଷରୁ ବିଭିନ୍ନ କ୍ୟାଟେଗୋରୀରେ ଏତେ ସବୁ ପ୍ରଶ୍ନ କରାଯାଇଥିଲା। ଜାହାଜ ବୁଡ଼ିବା ସମୟରେ କ’ଣ ଘଟିଥିଲା, କିପରି ସେମାନେ ଜୀବନ ବଞ୍ଚାଇଥିଲେ…

Continue reading
RAIN WITH THUNDER STROME ସାରା ରାଜ୍ୟକୁ ଝଡ଼ବର୍ଷା ଆଲର୍ଟ

ସୃଷ୍ଟି ହେଲା ଲଘୁଚାପ। ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ଯାଏଁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର…

Continue reading
କଲେଜ ହଷ୍ଟେଲ ଓ କ୍ୟାଣ୍ଟିନରେ ପୁରୀ, ବରାକୁ ନା

ଭୁବନେଶ୍ୱର,: ରାଜ୍ୟର ସମସ୍ତ ମହାବିଦ୍ୟାଳୟ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ କମିବ ଖାଇବା ତେଲର ବ୍ୟବହାର । ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବ । ଖାଦ୍ୟରେ ବ୍ୟବହାର ହେଉଥିବା ତେଲର ପରିମାଣକୁ ଯଥା ସମ୍ଭବ ହ୍ରାସ କରାଯିବ । ପୁରୀ, ବରା, ଆଳୁଚପ୍‌…

Continue reading
ପ୍ରାୟ ୨୦ପ୍ରତିଶତ କମିଲା ମିଲ୍ ଚିନି ଦର; ଖୁଚୁରା ଦର ମଧ୍ୟ କମୁଛି

ଭୁବନେଶ୍ବର : ଘରୋଇ ବଜାରରେ ଯଥେଷ୍ଟ ଚିନି ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଯୋଗାଣରେ ଦେଖା ଦେଇଥିବା କୃତ୍ରିମ ଅଭାବକୁ ରୋକିବା ଲାଗି କେନ୍ଦ୍ର ସରକାର ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ମିଲ୍ ରେ ମିଳୁଥିବା ଚିନି ଦର…

Continue reading
ସୁନା ଠକେଇ: ବନ୍ଧା ହେଲେ ନଣନ୍ଦ- ଭାଉଜ ଯୋଡ଼ି

ଭୁବନେଶ୍ବର : ନକଲି ସୁନା ଚେନ୍ ଦେଇ ଅସଲି ସୁନା ଠକେଇ ଘଟଣାରେ ବନ୍ଧା ହେଲେ ଭାଉଜ ନଣନ୍ଦ ଗ୍ୟାଙ୍ଗ। ବିଭିନ୍ନ ସୁନା ଦୋକାନରେ ନକଲି ସୁନା ଦେଇ ନେଉଥିଲେ ଅସଲି ସୁନା। ଗତ ୨୬ତାରିଖରେ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ।…

Continue reading
ଏନକ୍ଲୋଜରରୁ ମୁକ୍ତ ହେବ ବାଘୁଣୀ ‘ଜିନ୍ନତ୍’

ବାରିପଦା: ଶିମିଳିପାଳରେ ମୁକ୍ତ ଭାବେ ବିଚରଣ କରିବ ‘ଜିନ୍ନତ’ । ବିନା ଟ୍ରାଙ୍କୁଲାଇଜରେ ଖୋଲାଯିବ ରେଡ଼ିଓ କଲାର । ଶିମିଳିପାଳ ଅଭୟାରଣ୍ୟର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନିଜ ବାସସ୍ଥଳୀ ଗଢ଼ିବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ମହାବଳ…

Continue reading
ମେଡିକାଲରୁ କଏଦୀ ଚମ୍ପଟ ଘଟଣା ,ଜଣେ ଜେଲ କର୍ମଚାରୀ ସସପେଣ୍ଡ୍

ସୁନ୍ଦରଗଡ଼ : ସୁନ୍ଦରଗଡ ମେଡିକାଲରୁ ବିଚାରାଧୀନ କଏଦୀ ଚମ୍ପଟ ଘଟଣା । ୫ ଦିନ ପରେ ବି ଫେରାର ବିଚାରଧୀନ କଏଦୀଙ୍କ ମିଳୁନି ପତ୍ତା । କୁଆଡେ ଗଲା ଫେରାର କଏଦୀ ଟେକଚାନ୍ଦ ବେହେରା ?, ତାର ଟେର ପାଉନି ପୁଲିସ…

Continue reading
ଜଳିଗଲା କାର୍ ସୋ’ରୁମ୍

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ଥିବା ଟୟୋଟା କାର୍ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର କାର । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ସୋ’ରୁମ୍ ଭିତରକୁ ପ୍ରବେଶ କରି ନିଆଁ ଲିଭାଇବା…

Continue reading
ଶାଳୀଙ୍କୁ ନେଇ ଫେରାର ବେଳେ ବିଦ୍ୟୁତ୍‌ ଫାଶରେ ପଡ଼ି ଭିଣୋଇ ମୃତ

ପାଟଣାଗଡ଼,: ବାକ୍‌ଶକ୍ତିହୀନ ସମ୍ପର୍କୀୟ ଶାଳୀକୁ ନେଇ ଫେରାର ମାରୁଥିବା ବେଳେ ଜଙ୍ଗଲରେ ଘଟିଛି ଅଘଟଣ । ଶିକାରୀ ବିଛାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଯାଇଛି ଭିଣୋଇ ଜୀବନ। ଶାଳୀ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ମହଦା ପାହାଡ଼…

Continue reading