ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ: ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା ।ଫାର୍ମ୍‌ ହାଉସ୍‌ ଭିତରେ ପଶି ମାଲିକଙ୍କୁ ଗୁଳିମାଡ଼ କଲେ ୩ ଦୁର୍ବୁତ୍ତ । ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ମୃତ । ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସ…

Continue reading
ଲୁଟ ପରେ ଘର ଜାଳିଦେଲେ ଦୁର୍ବୃତ୍ତ

ବାଲୁଗାଁ: କଳା କନା ବୁଲାଇଲେ , ଘର ଜାଳିଲେ। ଖୋର୍ଦ୍ଧା ବାଲୁଗାଁ ଥାନା ବେଲପଡାରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କରାଜ୍ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ କିଛି ଲୁଟେରା ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍ କରିଛନ୍ତି।…

Continue reading
ଦେଢ ଶହ ଲିଟରରୁ ଉର୍ଦ୍ଧ୍ୱ ନିଶା କଫ୍‌ ସିରପ୍‌ ଜବତ

କଟକ: ଜବତ ହେଲା ଦେଢ ଶହ ଲିଟରରୁ ଉର୍ଦ୍ଧ୍ୱ ନିଶା କଫ୍‌ ସିରପ୍‌ । ନିଶା କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ଏକ କାର୍‌ ମଧ୍ୟ ଜବତ କରିଛି କଟକ ବୟାଳିଶ ମୌଜା…

Continue reading
ଛୁଆ ଆଗରେ ମା’କୁ ହତ୍ୟା

କଟକ : ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁ ଘର​‌ ଲୋକେ। ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତର ସାମନ୍ତରାପୁର ଗାଁରେ। ୬ମାସର ଛୁଆ ଆଗରେ ମା’କୁ ନିର୍ମମ ଭାବେ ହତ୍ୟା…

Continue reading
ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ୩ ଦିନିଆ ରିମାଣ୍ଡରେ ପୁରୁଷ ବନ୍ଧୁ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ଘଟଣା। ପ୍ରକୃତିଙ୍କ ପୁରୁଷ ବନ୍ଧୁ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇନ୍‌ଫୋସିଟି ଥାନା ପୁଲିସ। ମୃତ୍ୟୁ ପୂର୍ବରୁ ସେ ପ୍ରକୃତିଙ୍କୁ ମାନସିକ ଅତ୍ୟାଚାର ଦେଇଥିଲେ କି ନାହିଁ ? ଆତ୍ମହତ୍ୟା…

Continue reading
୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ : ପୁଣି ଥରେ ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଘରୁ ଟାଣି ଆଣି ୨ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଗୁରୁବାର ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ…

Continue reading
ନେପାଳୀ ଛାତ୍ରୀ ମୃତ୍ୟୁର ଅନୁଧ୍ୟାନ କଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର: ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଗଠିତ ଏହି ଟିମ ଉକ୍ତ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ଘଟଣାର…

Continue reading
ଲୋଭୀ ସରପଞ୍ଚ ନିଲମ୍ବିତ

ଯାଜପୁର: ଲୋଭୀ ସରପଞ୍ଚଙ୍କୁ ପାନେ ମିଳିଛି। ଯେଉଁ ଘଟଣାକୁ କେହି ଜାଣିପାରିବେନି ବୋଲି ଏକଦା ଭାବିଥିଲେ, ପରବର୍ତ୍ତୀ ସମୟରେ ତାହା ପଦାରେ ପଡ଼ିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗ୍ରାମ ନନ୍ଦିପୁର ସରପଞ୍ଚ ସଂଯୁକ୍ତା ମହାନ୍ତି ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ…

Continue reading
ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ଜଣେ ବଡ଼ ସରକାରୀ ବାବୁ । କେନ୍ଦୁଝର ଭୂଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଡେପୁଟି କଲେକ୍ଟର ଶରତ ଗିରିଙ୍କୁ ଭିଜିଲାନ୍ସ ଟିମ ଧରିଥିବା ଜଣାଯାଇଛି ।…

Continue reading
ବିଷ୍ଣୁପଦଙ୍କ ଘରେ ଦୀର୍ଘ ୧୬ ଘଣ୍ଟା ରେଡ୍ କଲା ସିବିଆଇ

ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘର ଓ ସରକାରୀ ବାସଭବନରେ ଦିଲ୍ଲୀ ସିବିଆଇର ୮ ରୁ ୧୦ ଜଣିଆ ଟିମର ରେଡ୍‌ । ସକାଳ ୭ରୁ ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ପ୍ରାୟ ୧୬ ଘଣ୍ଟା ଧରି ଚାଲିଥିଲା ରେଡ। ବ୍ରିଜ…

Continue reading