ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍ ର ଶୁଭାରମ୍ଭ
ପ୍ରତ୍ୟେକ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ପାଇଁ ଜରୁରୀକାଳୀନ ସହାୟତା ଏବେ ନିକଟତର ୱାନ୍-କ୍ଲିକ୍ SOS, ଲାଇଭ୍ ଲୋକେସନ୍ ସେୟାରିଂ ଏବଂ ‘ଶେକ୍ ଆଣ୍ଡ୍ ଆଲର୍ଟ’ (Shake & Alert) ସୁବିଧା ପ୍ରତ୍ୟେକ ଯାତ୍ରାକୁ କରିବ ସୁରକ୍ଷିତ* ଭୁବନେଶ୍ୱର: ସ୍ୱାୟତ୍ତ ଶାସନ…
















