ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି
ପୁରୀ: ଶନିବାର ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବ । ସକାଳେ ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହେବେ । ସନ୍ଧ୍ୟାରେ ରାମକୃଷ୍ଣ ଓ ମଦନମୋହନ ପୁଣି ଖଟରେ ବିଜେ…
ପୁରୀ: ଶନିବାର ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବ । ସକାଳେ ରାମ କୃଷ୍ଣ ଜଗମୋହନରେ ଥିବା ଦୋଳିରେ ବିଜେ ହେବେ । ସନ୍ଧ୍ୟାରେ ରାମକୃଷ୍ଣ ଓ ମଦନମୋହନ ପୁଣି ଖଟରେ ବିଜେ…
ରାଉରକେଲା : ବେଙ୍ଗାଲୁରୁକୁ ସଂରକ୍ଷିତ ଟିକଟ କରାଇଦେବାର ପ୍ରତିଶ୍ରୁତି ଦେଇ ନୂଆପଡ଼ା ଜିଲାର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ରେଳ କର୍ମଚାରୀ କପିଳେଶ୍ବର ସିଂ(୫୪)ଙ୍କୁ ରେଳବାଇ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଛନ୍ତି। ଭାଲ୍ଭ-ମ୍ୟାନ୍ କପିଳେଶ୍ବରକୁ ଚାକିରିରୁ…
ପୁରୀ: ଶୁକ୍ରବାର ରାତିରେ ଶ୍ରୀମନ୍ଦିର ଉପରେ ପୁନର୍ବାର ଡ୍ରୋନ ଉଡ଼ିବାର ଦେଖିବାକୁ ମିଳିଛି। ଶତାଧିକ ସୁରକ୍ଷାକର୍ମୀଙ୍କ ଗହଣରେ ଶ୍ରୀମନ୍ଦିର କେତେ ସୁରକ୍ଷିତ, ତାହା ଜଗନ୍ନାଥପ୍ରେମୀ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତରକୁ ବେଧଡ଼କ ମୋବାଇଲ ନେଇ ଫଟୋ, ଭିଡ଼ିଓ ଉତ୍ତୋଳନ କରିବା…
ଭୁବନେଶ୍ବର : ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ଥିବାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିନ୍ତୁ, କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ…
ରାଇକିଆ: ଚଳିତ ଦଶହରା ଯାତ୍ରା-୨୦୨୬ ଅବସରରେ ରାଇକିଆ ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ତିଥିରେ ଗର୍ଜନ ନଦୀରୁ ପବିତ୍ର…
ରାଇକିଆ: ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ବାଳଗୋପାଳଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ଉତ୍ସବ ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ରାଧାକୃଷ୍ଣଙ୍କ ବେଶରେ…
ଦେବଗଡ଼:ପୌରାଞ୍ଚଳର ଶାସନ ସାହି ସ୍ଥିତ ଗୋପୀନାଥ ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହେଇଯାଇଛି।ଆଜି ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଛି ।ମନ୍ଦିରର ପୂଜକ ପ୍ରଦୀପ ମିଶ୍ର ଓ କମଳ ଲୋଚନ ପଣ୍ଡା ଠାକୁରଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ।…
ଦେବଗଡ଼:ଗଞ୍ଜେଇ ଚୋରା ଚାଲାଣ ବେଳେ ବାରକୋଟ ଥାନା ପୁଲିସ ପକ୍ଷରୁ ଚଢଉ କରାଯାଇ କାର ସହ ୫୫ କେଜି ବେଆଇନ ଗଞ୍ଜେଇ ଜବତ କରିଛି ପୁଲିସ।ଉକ୍ତ ଘଟଣାରେ ପୁଲିସ ନୂଆଦିଲ୍ଲୀର ଗାଜିପୁର ଥାନାର ସୁବାସ ପାଣ୍ଡେ(୫୨)କୁ ଗିରଫ କରି ଆଜି କୋର୍ଟ…
ଦେବଗଡ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପରା ପଞ୍ଚାୟତ ଅନ୍ତର୍ଗତ ଲୁହରାକୋଟ ଗ୍ରାମର ସୁଲୋଚନା ବେହେରା (୭୧)ଙ୍କ ଟିକିରା ନଦୀରେ ଭାସିଯାଇ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୁଲୋଚନା ଶୁକ୍ରବାର ମଧ୍ୟାହ୍ନରେ ଲୁହରାକୋଟ ନଦୀ ଘାଟକୁ ଗାଧୋଇବାକୁ ଯାଇ ଆଉ ଫେରି…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ…