ଭୁବନେଶ୍ୱରରେ ଡ୍ରାଇଭରମାନଙ୍କ ସହିତ ପୁଲିସର ଧସ୍ତାଧସ୍ତି

ଭୁବନେଶ୍ବର: ତୃତୀୟ ଦିନରେ ଅଲ୍ ଓଡ଼ିଶା ଗିଗ୍ସ ୟୁନିଅନ ଷ୍ଟ୍ରାଇକ୍। ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ ଅଟୋ ସଂଘର ତୀବ୍ର ଆନ୍ଦୋଳନ। ପ୍ରୋଟେଷ୍ଟ ବେଳେ ଓଲା, ଉବେର, ରାପିଡୋ, ଓଡ଼ିଶା ଯାତ୍ରୀ ଡ୍ରାଇଭରମାନଙ୍କ ସହିତ ପୁଲିସର ଧସ୍ତାଧସ୍ତି । ପୁଲିସ ଗାଡ଼ି ଏବଂ…

Continue reading
ଅଦାଲତ ଅବମାନନା ମାମଲା: ତିନି ଦିନ ଭିତରେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବାରମ୍ବାର ସୁଯୋଗ ଦିଆଯିବା ପରେ ମଧ୍ୟ ପୂର୍ତ୍ତ ବିଭାଗ ଦ୍ବାରା ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ କଡ଼ା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ହାଇକୋର୍ଟଙ୍କ…

Continue reading
ଭଦ୍ରକ ଜିଲ୍ଲାପାଳ ଓ ଏସପିଏଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ନ କରିବା ଭଦ୍ରକ ସ୍ପେସାଲ ପ୍ଲାନିଂ କର୍ତ୍ତୃପକ୍ଷ(ଏସପିଏ)ଙ୍କ ପାଇଁ ମହଙ୍ଗା ପଡ଼ିଛି। କର୍ମଚାରୀଙ୍କୁ ଆରଏସିପି ସୁବିଧା ପ୍ରଦାନ ପାଇଁ ଇମପ୍ରୁଭମେଣ୍ଟ ଟ୍ରଷ୍ଟ, ଏସପିଏ ପାଇଁ କୌଣସି ଆଇନଗତ ବାଧା ନଥିବା ଶୁଣାଣି ବେଳେ ଜଣା…

Continue reading
‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ରାଜସ୍ୱ ବିବାଦ ଓ ବିଭିନ୍ନ ରାଜସ୍ୱ ସେବା ପାଇଁ ଆଉ ଅଫିସ୍‌ ଦୌଡ଼ିବାକୁ ପଡ଼ିବନି । ଘରେ ବସି ହାତ ପାଆନ୍ତୁ ରାଜସ୍ୱ ବିଭାଗର ବିଭିନ୍ନ ସେବା । ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ…

Continue reading
ହୀରାକୁଦ: ୧୭ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ବନ୍ୟାଳଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି ସ୍ଲୁଇସ ଗେଟ୍‌ ଖୋଲାଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୧୧ ଓ ଦକ୍ଷିଣ…

Continue reading
ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନରେ ଅଚଳ ହେଲା ରାଜଧାନୀ

ଭୁବନେଶ୍ୱର: ଓଲା, ଉବେର ଓ ରାପିଡୋ ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନରେ ଅଚଳ ହେଲା ରାଜଧାନୀର ମୁଖ୍ୟ ରାସ୍ତା। ଆଜି ତୃତୀୟ ଦିନରେ ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭରଙ୍କ ଧାରଣା ବେଳେ ଏକାଠି ହୋଇଛନ୍ତି ସମସ୍ତ ଚାଳକ। ଲୋୟର ପିଏମଜିରେ ଧାରଣା…

Continue reading
ଭଦ୍ରକ ଜିଲ୍ଲା: ଆଜି ବନ୍ଦ ରହିବ ୬ଟି ବ୍ଳକ୍‌ର ୨୯୭ଟି ସ୍କୁଲ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ବନ୍ଦ ରହିବ ୬ଟି ବ୍ଳକ୍‌ର ୨୯୭ଟି ସ୍କୁଲ। ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଘୋଷଣା କରାଯାଇଛି। ଭଦ୍ରକ, ବାସୁଦେବପୁର, ତିହିଡି, ଧାମନଗର,…

Continue reading
ଟୁଇନ୍ ସିଟି ବେହାଲ, ଷ୍ଟିଅରିଂ ଛାଡ଼ି ରାଜରାସ୍ତାରେ ବସିଛନ୍ତି ଡ୍ରାଇଭର

ଟୁଇନ ସିଟିରେ ଆଉ ଚାଲୁନି ଭଡ଼ା ଗାଡ଼ି କି ମିଳୁନି ଅଲଲାଇନ୍ ଟାକ୍ସି। ଓଲା, ଉବର, ଅନଲାଇନ ଟାକ୍ସି ସର୍ଭିସରେ ନାଁ ଗାଡ଼ି ବୁକ୍ ହେଉଛି ନାଁ କେହି ପିକଅପ୍ ପାଇଁ ଆସୁଛନ୍ତି। ଷ୍ଟିଅରିଂ ଛାଡ଼ି ରାଜରାସ୍ତାରେ ବସିଛନ୍ତି ଡ୍ରାଇଭର। ସେବା…

Continue reading
ରାଜ୍ୟ ସରକାରଙ୍କ ଆବେଦନ ଖାରଜ: ୨୮ରେ ରିଲିଜ୍‌ ହେବ ‘ମହାପ୍ରଭୁ ଜଗନ୍ନାଥ’,ଆନିମେଟେଡ୍ ସିନେମା

କଟକ : ଆନିମେଟେଡ୍ ସିନେମା ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରି ରାଜ୍ୟ ସରକାରଙ୍କ ପକ୍ଷରୁ ରୁଜୁ ମାମଲାକୁ ସୁପ୍ରିମ୍ କୋର୍ଟ ଆଜି ପୁନର୍ବାର ଖାରଜ କରି ଦେଇଛନ୍ତି…

Continue reading
ବଦଳିଲା ଓଇଏସ୍ ନିଯୁକ୍ତି ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର : ଓଡ଼ିଶା ଶିକ୍ଷା ସେବା (ସ୍କୁଲ ଶିକ୍ଷା) ପଦବିରେ ନିଯୁକ୍ତି ପାଇଁ ପରୀକ୍ଷା ଢାଞ୍ଚାର ନିୟମାବଳୀ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ । ୬୦୦ ମାର୍କର ଲିଖିତ…

Continue reading