୧୬ରେ ରଜ ମହୋତ୍ସବ ପାଳନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍‌ ୧୬ରେ ରଜ ମହୋତ୍ସବ ରାଷ୍ଟ୍ରପତି ଭବନରେ ପାଳନ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୋଳିଖେଳ ହେବ ମୁଖ୍ୟ ଆକର୍ଷଣ । ପୋଡ…

Continue reading
ଚରିତ୍ରରେ ଦାଗ ନୁହେଁ ବିନା ବିବାହରେ ସମ୍ପର୍କ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁଇ ଅବିବାହିତ ଯୁବକ ଯୁବତୀ ପରସ୍ପର ସହମତିରେ ଶାରୀରିକ ସମ୍ପର୍କ ରଖିଲେ ତାହା କାହାରି ଚରିତ୍ରକୁ ପ୍ରତିଫଳିତ କରେ ନାହିଁ କିମ୍ବା ଏହା କୌଣସି ବ୍ୟକ୍ତିଙ୍କ ଚରିତ୍ର ଉପରେ ଦାଗ ନୁହେଁ । ଏହାକୁ ଆଧାର କରି କାହାରି ଚରିତ୍ର…

Continue reading
ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ ବିରୋଧୀ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଏବଂ ତୈଳ ପରିବହନକାରୀ ହର୍ମୁଜ ପ୍ରଣାଳୀ ଗୁରୁତର ପ୍ରଭାବିତ ହେବା କାରଣରୁ ବିଶ୍ବବ୍ୟାପୀ ତୈଳ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ବଢ଼ୁଥିବା ଇନ୍ଧନ ଓ ତୈଳ ଚାହିଦାକୁ ଦୃଷ୍ଟିରେ ରଖି…

Continue reading
ଏନ୍‌ଡିଏରେ ମିଶିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ୨୦ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ଶାସନ କ୍ଷମତାରୁ ହଟିବା ପରେ ତୃଣମୂଳ କଂଗ୍ରେସ (ଟିଏମସି)ରେ ଦିନକୁ ଦିନ ଅସନ୍ତୋଷ ତେଜିବାରେ ଲାଗିଛି। ଦଳର ବିଧାୟକଙ୍କ ମଧ୍ୟରେ ବିଭାଜନ ହେବା ପରେ ଏବେ ସାଂସଦମାନଙ୍କ ମଧ୍ୟରେ ବିଭାଜନ ହେବାକୁ ଯାଉଛି। ଦଳର ୨୮ ଲୋକସଭା ସାଂସଦଙ୍କ ମଧ୍ୟରୁ…

Continue reading
ବିମାନଯାତ୍ରା ନେଇ ବାବୁଙ୍କୁ ତାଗିଦ: ଲାଗିଲା କଟକଣା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ପେଟ୍ରୋଲ, ଡିଜେଲର ବ୍ୟବହାର କମ୍‌ କରିବା ପାଇଁ କହିବା ପରଠାରୁ ସାଧାରଣରେ ଲୋକଙ୍କ ଭିତରେ ଏକ ପ୍ରକାର ଭୟ ରହିଛି। ସମାନଭାବେ ବର୍ତ୍ତମାନ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ତୈଳ ପହଞ୍ଚି…

Continue reading
ଡଲାର ତୁଳନାରେ ୫୬ ପଇସା ହ୍ରାସ ପାଇଲା ଟଙ୍କା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିବା ପରେ ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ ହୋଇଥିବାରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପୁଣି ଖସିଛି। ସୋମବାର ହୋଇଥିବା ଆନ୍ତଃବ୍ୟାଙ୍କିଙ୍ଗ ବୈଦେଶିକ ମୁଦ୍ରା କାରବାର ଅନୁଯାୟୀ ଡଲାର ତୁଳନାରେ…

Continue reading
ପ୍ରାଇଭେଟ୍ ଜେଟ୍ କ୍ରାସ, ୨ ପାଇଲଟ ମୃତ

ନୂଆଦିଲ୍ଲୀ: କାରିବିଆନ୍ ଦେଶ ଡୋମିନିକାନ୍ ରିପବ୍ଲିକରୁ ଏକ ଅତ୍ୟନ୍ତ ସ୍ତବ୍ଧ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ରବିବାର ଏଠାରେ ଏକ ପ୍ରାଇଭେଟ୍ ଜେଟ୍ ଅବତରଣ ସମୟରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ରନୱେରେ ବିମାନଟି ପିଟି ହେବା…

Continue reading
ଆସନ୍ତାକାଲି ସନ୍ଧ୍ୟାରେ ପାଖରୁ ଦେଖାଯିବେ ବୃହସ୍ପତି ଓ ଶୁକ୍ର

ନୂଆଦିଲ୍ଲୀ: ଜୁନ୍ ୯, ୨୦୨୬ରେ ସନ୍ଧ୍ୟା ଆକାଶରେ ବୃହସ୍ପତି ଏବଂ ଶୁକ୍ର ଗ୍ରହ ଅତ୍ୟନ୍ତ ନିକଟତର ଦେଖାଯିବେ । ଏହି ବର୍ଷର ସବୁଠାରୁ ସୁନ୍ଦର ମହାକାଶୀୟ ଘଟଣା ମଧ୍ୟରୁ ଗୋଟିଏ ଦେଖିବାର ସୁଯୋଗ ଆସୁଛି । ଜ୍ୟାତିର୍ବିଦମାନେ ଏହାକୁ ଏକ ଗ୍ରହ…

Continue reading
ଜାହାଙ୍ଗୀର ଖାନ ଗିରଫ

କୋଲକାତା: ପଶ୍ଚିମବଙ୍ଗ ପୋଲିସ TMC ନେତା ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି। ‘ପୁଷ୍ପା’ ଚରିତ୍ର ସହିତ ନିଜକୁ ତୁଳନା କରିଥିବା ଖାନ ଶୁଭେନ୍ଦୁ ଅଧିକାରୀଙ୍କୁ ଭୟ କରି ନିର୍ବାଚନୀ ମଇଦାନରୁ ଓହରି ଯାଇଥିଲେ। ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ସମୟରେ ସେ…

Continue reading
ଏନ୍‌ଇଇଟି-ୟୁଜି ପରୀକ୍ଷା: ସହର ଆଲର୍ଟମେଣ୍ଟ କଲା ଏନ୍‌ଟିଏ

ନୂଆଦିଲ୍ଲୀ: ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ ସହରରେ ପରୀକ୍ଷା ଦେବେ ସେନେଇ ୱେବସାଇଟ୍‌ରେ ସୂଚନା ଦିଆଯାଇଛି । ଏଥିପାଇଁ ଛାତ୍ରୀଛାତ୍ର…

Continue reading

You Missed