ପର୍ଥ ଟେଷ୍ଟରୁ ଗିଲ୍ ବାଦ୍, ପାଡ଼ିକଲ ସାମିଲ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଚଳିତ ନଭେମ୍ବର ୨୨ରୁ ଆରମ୍ଭ ହେଉଛି। ଉକ୍ତ ଟେଷ୍ଟ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତକୁ ବଡ୍ ଝଟକା ଲାଗିଛି। ଭାରତୀୟ ବ୍ୟାଟ୍ସମ୍ୟାନ ଶୁବମାନ ଗିଲ୍…







