ମନ୍ତ୍ରୀଙ୍କ କାରକେଡ ଉପରକୁ ଢେ଼ଲାମାଡ଼

ବାରିପଦା: ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମୟୂରଭଂଜ ଗସ୍ତ ‌ଶେଷ ହେଲା ପରେ କାଳବୈଶାଖୀରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଲୋକମାନେ କାରକେଡ୍‌ରେ ନିୟୋଜିତ ଥିବା ଗାଡ଼ି ଉପରକୁ ଢ଼େଲାମାଡ଼ ସହିତ ଉତ୍ତେଜନା ସୃଷ୍ଟି କରିଛନ୍ତି। ମୟୂରଭଂଜ ଜିଲ୍ଲା…

Continue reading
ବିଭତ୍ସ:ସମୁଦିକୁ ଟାଙ୍ଗିଆରେ ହାଣି ହତ୍ୟା

ନାକଟିଦେଉଳ: କିସିଣ୍ଡା ଥାନା ଗଞ୍ଜାବାହାଲରେ ବିଭତ୍ସ ହତ୍ୟାକାଣ୍ଡ। ସମୁଦିକୁ ଟାଙ୍ଗିଆରେ ହାଣି ସମୁଦି ହତ୍ୟା କରିଛି। ଝିଅ ବାପାର ଟାଙ୍ଗିଆ ଚୋଟରେ ପୁଅ ବାପାଙ୍କ ମୃତ୍ୟୁ ହୋଇଛି। ହତ୍ୟାକାରୀ ସମୁଦିକୁ ଗିରଫ ସହ ପୁଲିସ ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ଜିଲା…

Continue reading
ଗିରଫ ହେଲେ ଆଉ ଜଣେ ପିଇଓ

ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ (ପିଇଓ)। ଥୁଆମୁଳ-ରାମପୁର ବକ୍ଲ ପିଇଓ ଦେବାନନ୍ଦ ସାଗରକୁ ଆଜି ଗିରଫ କରିଛି ଭିଜିଲାନ୍ସ। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସରକାରୀ ଅର୍ଥକୁ କ୍ରିକେଟ ବେଟିଂରେ…

Continue reading
ନବ ଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇଥିବା ଯୁବକଙ୍କୁ ଜେରା

ଭୁବନେଶ୍ଵର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି। ଆଜି ବ୍ରଜରାଜନଗର ଥାନାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ସରୋଜ ସା ନାମକ ଜଣେ ଯୁବକଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି। ସରୋଜ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।…

Continue reading
ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ଆର୍‌ଡି ଡିଭିଜନ୍‌ର ଯନ୍ତ୍ରୀ

ଭୁବନେଶ୍ଵର : ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ଆର୍‌ଡି ଡିଭିଜନ୍‌ର ଯନ୍ତ୍ରୀ ଭୀମସେନ ମହାରଣା। ଶୁକ୍ରବାର ଟାଙ୍ଗି ଟୋଲଗେଟ୍ ନିକଟରେ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ସହ କାର୍ ଜବତ।…

Continue reading
ୟୁଟ୍ୟୁବର ତପି ମିଶ୍ର ଗିରଫ

ଭୁବନେଶ୍ବର: ପୁଣି ବିବାଦରେ ୟୁଟ୍ୟୁବର ତଥା ଅଭିନେତା ତପି ମିଶ୍ର । ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ ଧମକ । ଉତ୍ତେଜିତ ତଥା ଅପଶବ୍ଦ ପୋଷ୍ଟ କରି ଧମକ ଦେବା ଘଟଣାରେ ଏବେ ତପି ମିଶ୍ର ଓରଫ ସରୋଜ କୁମାର ମିଶ୍ରଙ୍କୁ…

Continue reading
ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍

ପାରଳାଖେମୁଣ୍ଡି: ମଦ ବ୍ୟବସାୟୀଙ୍କ ଘରେ ବଡଧରଣର ଆଇଟି ରେଡ୍। ଆୟକର ଫାଙ୍କିଥିବା ନେଇ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନରେ ଚଢାଉ କରାଯାଉଛି। ଅନୁଗୁଳ, ତାଳଚେର, କାମାକ୍ଷାନଗର, ପୁରୀ ଏବଂ ଭୁବନେଶ୍ଵରରେ ଚଢାଉ କରାଯାଉଛି । ପାରଳାଖେମୁଣ୍ଡିର ୩ଟି ସ୍ଥାନରେ ପ୍ରବର୍ତ୍ତନ…

Continue reading
ଲୋକସେବା ଭବନରେ ପୋଲିସ ଡିଜି

ଭୁବନେଶ୍ବର: ଆଜି ପୁରା ନବ ଦାସଙ୍କ ପରିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି । ଏହି ଆଲୋଚନାରେ ଭାଗ ନେବାକୁ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଡିଜି ଲୋକସେବା ଭବନରେ ପହଂଚିଛନ୍ତି । ଏଭଳି ମୁଖ୍ୟମନ୍ତ୍ରୀ ଓ ଦୁଇଜଣ…

Continue reading
ନବ ଦାସ ହତ୍ୟା ଘଟଣା: ହସ୍ପିଟାଲ ଓ ବିମାନବନ୍ଦରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ । ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଆଜି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି ପଚରାଉଚୁରା କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ ।…

Continue reading
କୋର୍ଟରେ ହାଜର ହେଲେ ରାଜା ଚକ୍ର

ବାଲେଶ୍ଵର: କୋର୍ଟରେ ହାଜର ହେଲେ ରାଜା ଚକ୍ର। କ୍ରାଇମବ୍ରାଞ୍ଚ ଆଜି ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିଛି। ଗତକାଲି କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ଗତ ୧୩ ତାରିଖରେ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ…

Continue reading