ବାପାର ଛୁରା ମାଡ଼ରେ ପୁଅ ମୃତ

ସୋର:ବାଲେଶ୍ବର ଜିଲ୍ଲା ସୋର ଖଇରା ଥାନା ନରମା ଗାଁରେ ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ ପରିବାରକୁ ନେଇ ୬ ବର୍ଷ ହେବ ନରମା ଗାଁରେ…

Continue reading
ବେଆଇନ୍ ବନ୍ଧୁକ କାରଖାନା ଠାବ

କଟକ: ଏସଟିଏଫ୍ କୁ ବଡ ସଫଳତା। କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଦୀର୍ଘ ଦିନରୁ ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଉଥିଲା।…

Continue reading
‘ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ’

ଭୁବନେଶ୍ୱର: କମିଶନରେଟ ପୁଲିସ ପକ୍ଷରୁ ବୁଧବାର ହୋଲି ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମଦ ପିଇ ହୋଲି ଖେଳିଲେ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଏଥିସହ ଜାରି ଗାଇଡଲାଇନରେ କୁହାଯାଇଛି ଯେ ମଦ୍ୟପାନ କରି…

Continue reading
ରାଉରକେଲା ଦୁର୍ଦ୍ଧାନ୍ତ ଅପରାଧୀକୁ ଏନକାଉଣ୍ଟର

ରାଉରକେଲା: ରାଉରକେଲାରେ ଝାଡ଼ଖଣ୍ଡର କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀ ଲକୁଆକୁ ପୁଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଗୁରୁତର ଆହତ ହୋଇଛି। ସୁନ୍ଦରଗଡ଼଼ ଜିଲା ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ପୁଲିସ ଏବଂ ଅପରାଧୀ ଲକୁଆ ମଧ୍ୟରେ…

Continue reading
ରାଜଧାନୀରୁ ବନ୍ଧାହେଲେ ୧୦ ବାଂଲାଦେଶୀ

ଭୁବନେଶ୍ବର: ବିନା ଭିସା ଓ ପାସ୍‌ପୋର୍ଟରେ ଭାରତକୁ ଅନୁପ୍ରବେଶ କରିଥିବା ୧୦ ବାଂଲାଦେଶୀ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଛନ୍ତି। ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରେ ଏଜେଣ୍ଟ ସହ ୬ ପୁରୁଷ ଓ ୩ ମହିଳା ଅଛନ୍ତି। ବେଙ୍ଗାଲୁରୁ ଯାଉଥିବା ବେଳେ ଭୁବନେଶ୍ବର ରେଳଷ୍ଟେସନ୍‌ରେ…

Continue reading
ମେଡିସିନ୍ ଦୋକାନ ଉପରକୁ ବୋମାମାଡ଼

ଦିଗପହଣ୍ଡି : ମେଡିସିନ୍ ଦୋକାନ ଉପରକୁ ବୋମାମାଡ଼। ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ବୋମାମାଡ଼ ହୋଇଛି। ରବିବାର ରାତି ପ୍ରାୟ ସାଢେ ୮ଟା ବେଳେ ଏହି ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କ…

Continue reading
୨ ନାବାଳକଙ୍କ ଝୁଲନ୍ତା ମୃତଦେହ ଜବତ

ନୟାଗଡ : ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସୋମବାର ହଇଚଇ ସୃଷ୍ଟି କରିଛି। ଘର ଭିତରୁ ମିଳିଛି ୨ ନାବାଳକଙ୍କ ଝୁଲନ୍ତା ମୃତଦେହ। ସହେନ୍ଦଜନକ ଅବସ୍ଥାରେ ପୁଲିସ ୨ ଜଣଙ୍କ ମୃତଦେହକୁ ଜବତ କରି…

Continue reading
ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ରାଜଗାଙ୍ଗପୁର: ସୁନ୍ଦରଗଡ଼଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ଛୁରିଚଖା ଗାଁରେ ଘରୋଇ କଳିଳୁ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ସିରାନୁସ ଟେଟେ ହୋଇଥିବାବେଳେ ଅଭିଯୁକ୍ତ ପୁଅ ସୂରଜ ଟେଟେ…

Continue reading
୫ ଟନ୍‌ରୁ ଅଧିକ ଗୋ ମାଂସ ଜବତ

ଭୁବନେଶ୍ୱର: ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ଗୋମାଂସ । ଶିଂଲା ଥାନା ପୁଟୁରା ଛକ ନିକଟରୁ ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କଲା ପୋଲିସ । ଘଟଣା ସ୍ଥଳରୁ ଫେରାର ହେଲା ଡ୍ରାଇଭର । ଉକ୍ତ ଗାଡିରେ ୫…

Continue reading
କଳାଧନ ପ୍ରସଙ୍ଗ: ତ୍ୱରିତ ଶୁଣାଣି ଜରୁରୀ – ଜଷ୍ଟିସ ଅରିଜିତ ପଶାୟତ

ଭୁବନେଶ୍ୱର: କେବଳ କଳାଧନକୁ ଠାବ କରିବା ଯଥେଷ୍ଟ ନୁହେଁ, ବରଂ ଆଇନ ଅଦାଲତରେ ସେ ସମ୍ପର୍କିତ ମାମଲାର କିପରି ତ୍ୱରିତ ଶୁଣାଣି ହୋଇ ପାରିବ ତା ଉପରେ ତଦନ୍ତକାରୀ ସଂସ୍ଥା ମାନେ ଗୁରୁତ୍ୱ ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ତଦନ୍ତକାରୀ…

Continue reading