ରାଜସ୍ଵ ସମୀକ୍ଷା ବୈଠକ

ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ରାଜସ୍ଵ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୂରାଜସ୍ଵ, ରୟାଲିଟି ଆଦାୟ, ଜଳକର,ବସୁନ୍ଧରା,ଘରବାରି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ ସଂଶୋଧନ ମାମଲା ଓ ସମସ୍ତ…

Continue reading
ଦୈତାରୀ ପ୍ରସାଦ ଦ୍ବିବେଦୀ କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ

ଦେବଗଡ଼:ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ତଥା ଆଇନଜୀବୀ ଦୈତାରୀ ପ୍ରସାଦ ଦ୍ବିବେଦୀ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ମନୋନୀତ ହୋଇ ଦେବଗଡ କିଶୋର ନ୍ୟାୟ ବୋର୍ଡରେ ସଦସ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ନେଇ ଜିଲ୍ଲା…

Continue reading
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବାରକୋଟ ବ୍ଲକର କୁଣ୍ଡାପିଠା ଉଚ୍ଚ ବିଦ୍ୟାଳୟରେ ଆଜି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ୱତ,ପାନେଲ ଆଡଭୋକେଟ୍ ପୂର୍ଣ ଚନ୍ଦ୍ର ବୁଡା ଉପସ୍ଥିତ ରହି…

Continue reading
ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ କେନ୍ଦ୍ର ସି ମାର୍ଟ ଶୁଭ ଉଦଘାଟନ

ଦେବଗଡ : ଓରମାସ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ପୁରୁଣାଗଡ଼ ନୂତନ ସିଭିଲ କୋର୍ଟ ସମ୍ମୁଖରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ କେନ୍ଦ୍ର ସି ମାର୍ଟକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର…

Continue reading
ଇଭି, ମେଥାନଲ୍ ଓ ଇଥାନଲ୍ ଗାଡ଼ିକୁ ପରିମିଟ୍‌ ଫି’ ଛାଡ଼

ଭୁବନେଶ୍ବର : ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ(ଇଭି), ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନଗୁଡ଼ିକୁ ପରମିଟ୍ ଫି’ ଛାଡ଼ କରାଯିବ। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

Continue reading
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ଜେଲ୍ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାର ଜେଲ୍‌ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ, ଜେଲ୍‌ କର୍ମଚାରୀ ଓ ଅଧିକାରୀମାନଙ୍କ…

Continue reading
ଏଣିକି ଗାଁରେ ମିଳିବ ସହରୀ ସୁବିଧା: ‘ଗ୍ରାମ ସମ୍ପଦ’ରେ ପ୍ରତି ପଞ୍ଚାୟତକୁ ୩ କୋଟି

ଭୁବନେଶ୍ବର : ଏଣିକି ଗାଁରେ ମିଳିବ ସହରୀ ସୁବିଧା। ପ୍ରତି ପଞ୍ଚାୟତକୁ ବାର୍ଷିକ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ଦେଇ ରାଜ୍ୟ ସରକାର ସୁବିଧାଜନକ ଓ ଆକର୍ଷଣୀୟ କରିବା ପାଇଁ ‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ ଆଣୁଛନ୍ତି। ଏହି କାର୍ଯ୍ୟକ୍ରମ…

Continue reading
ବନ୍ୟା ପ୍ରଭାବିତ ୪ ଜିଲାକୁ ମିଳିବ ଅତିରିକ୍ତ ଚାଉଳ

ଭୁବନେଶ୍ବର : ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ୪ ଜିଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍‌ ଚାଉଳ ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ ଆୟୁକ୍ତ (ଏସ୍‌ଆର୍‌ସି) ରାଜେଶ ପ୍ରଭାକର ପାଟିଲ। ଏନେଇ ସେ…

Continue reading
ଆସୁଛି ୨ ଲଘୁଚାପ

ଭୁବନେଶ୍ବର : ଉତ୍ତର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ନିମ୍ନଚାପରେଖା ସକ୍ରିୟ ରହିଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ଜାଗାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାବ୍ୟତୀତ, ଚଳିତ ମାସ ଶେଷ ସୁଦ୍ଧା…

Continue reading
ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

Continue reading