ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

Continue reading
ଆଜି ସନ୍ଧ୍ୟାରୁ ବଢ଼ିପାରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ ଲାଗି ରହିବ । ବିଶେଷ କରି ଗୁରୁବାର ସନ୍ଧ୍ୟାରୁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ।ଗତ କିଛିଦିନ ଧରି ଓଡ଼ିଶାରେ ଲଗାଣ…

Continue reading
ହୀରାକୁଦ ଅଞ୍ଚଳରେ ସମନ୍ୱିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର: ପ୍ରକୃତି, ସଂସ୍କୃତି ଓ ସାହସିକ ପର୍ଯ୍ୟଟନର ସମନ୍ୱୟରେ ହୀରାକୁଦକୁ ଏକ ସ୍ଥାୟୀ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏହି ପରିପ୍ରେକ୍ଷୀରେ…

Continue reading
ଡ୍ରାଇଭରଙ୍କ ଆନ୍ଦୋଳନ ଘଟଣା : ବାତିଲ ହେବ ୪୦୦ ଗାଡି ପରମିଟ୍

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ ଡ୍ରାଇଭରଙ୍କ ପକ୍ଷରୁ ରାସ୍ତାରୋକ ଓ ବସ୍ ଭଙ୍ଗାରୁଜା ଘଟଣା ବିରୋଧରେ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆନ୍ଦୋଳନରେ ସାମିଲ ଥିବା ସମ୍ପୃକ୍ତ ଯାନର ପରମିଟ୍ ରଦ୍ଦ ହେବ। ପ୍ରାୟ ୪୦୦ରୁ ଅଧିକ ଗାଡିର ପରମିଟ…

Continue reading
ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଶାରଳା ପୁରସ୍କାର ପାଇବେ। ତାଙ୍କର ପ୍ରତିଷ୍ଠିତ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’…

Continue reading
ବୈତରଣୀ ନଦୀରେ 35 ଫୁଟ୍‌ର ବିଶାଳ ଘାଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଚିନ୍ତା ବଢାଇଲାଣି ଉପରମୁଣ୍ଡ ବର୍ଷା । ପ୍ରବଳ ବର୍ଷା ଓ ବନ୍ୟା ଜଳର କ୍ରମାଗତ ଚାପ ଯୋଗୁଁ ଗତକାଲି(ବୁଧବାର) ବୈତରଣୀ ନଦୀର ସୁରକ୍ଷା ବନ୍ଧ ଭାଙ୍ଗିଯାଇଛି । ରାଜକନିକା ବ୍ଲକ ଅନ୍ତର୍ଗତ ନଦୀକୂଳିଆ ସୁରକ୍ଷା ବନ୍ଧରେ ବିଳମ୍ବିତ ରାତିରେ…

Continue reading
ପୁଣି କନ୍ଦାଇଲା ପିଆଜ, 50 ଛୁଇଁଲା ଦର

କଟକ: ପରିବା ଦର ବୃଦ୍ଧି ପରେ ଏବେ ହଠାତ୍‌ ପିଆଜ ଦର ବୃଦ୍ଧି ଘଟିଛି । ସକାଳୁ ସକାଳୁ ଏହି ଦର କିଲୋ ପ୍ରତି ହଠାତ ୫୦ ଟଙ୍କା ବୃଦ୍ଧି ଘଟିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ଯେଉଁ…

Continue reading
ବିପଦ ସଂକେତ ପାର୍ କଲା ସୁବର୍ଣ୍ଣରେଖା

ଭୁବନେଶ୍ବର : ଅଶାନ୍ତ ସୁବର୍ଣ୍ଣରେଖା । ବିପଦ ସଂକେତର ବହୁ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ଦାଣ୍ଡ ଦୁଆରେ ନଦୀର ପ୍ରଖର ସୁଅରେ ଭାସୁଛି ବାଉଁଶଖଣା ଗାଁର ଘରଦ୍ୱାର । ଭୋଗରାଇ ବ୍ଳକର ଏବେ ୨୦ ଟି ପଞ୍ଚାୟତ…

Continue reading
ପ୍ରସ୍ତାବିତ ବାମଣ୍ଡା ସଂଗ୍ରହଳାୟ ସ୍ଥାପନ ନିମନ୍ତେ ଆଲୋଚନା ସଭା

ଦେବଗଡ଼:ପ୍ରସ୍ତାବିତ ବାମଣ୍ଡା ସଂଗ୍ରହଳାୟ ସ୍ଥାପନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତୀତ ଗଡଜାତ ରାଜ୍ୟ ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ…

Continue reading
ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

ଦେବଗଡ଼:ଦେବଗଡ଼ ଜ଼ିଲ୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାରକୋଟ ଠାରେ ଆଜି ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାରକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଜୟଦେବ ବାରିକ,ଅଧ୍ୟାପକ ଅଖେଳ ସାହୁ,ଅଧ୍ୟାପିକା…

Continue reading