ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଜାରି : ଅନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଢା ହେବ ମନ୍ତ୍ରୀ ସ୍ତରୀୟ କମିଟି

ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ଓଡ଼ିଶାର ବିଭିନ୍ନ ବିବାଦର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଢ଼ିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ମହାନଦୀ,ପୋଲାଭରମ, ବଂଶଧାରା ଓ କୋଟିଆ ଭଳି ଦୀର୍ଘଦିନର ବିବାଦର ସମାଧାନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ…

Continue reading
ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୮୦୦ଟଙ୍କା

ଆସନ୍ତା ଡ଼ିସେମ୍ବର ୮ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ରାଜ୍ୟସ୍ତରୀୟ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବ। ରାଜ୍ୟର ବିଜେପି ସରକାର ନିଜର ପ୍ରତିଶ୍ରୁତି ଆଧାରରେ ସେହିଦିନଠାରୁ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ କ୍ଵିଣ୍ଟାଲ ପିଛା ଅତିରିକ୍ତ…

Continue reading
ସାବଧାନ, ଅନଲାଇନରେ ଆସୁଥିବା ନିମନ୍ତ୍ରଣ ପତ୍ର ଖୋଲନ୍ତୁନି

ଅନ୍‌ଲାଇନ୍‌ରେ ଆସୁଥିବା ନିମନ୍ତ୍ରଣ କାର୍ଡ ଖୋଲନ୍ତୁ ନାହିଁ! ସିଏ ବାହାଘର ବା ଜନ୍ମଦିନର ନିମନ୍ତ୍ରଣ କାର୍ଡ ହେଉ। ଯଦି ଖୋଲିବେ, ତାହାହେଲେ ଠକାମୀରେ ଶିକାର ହେବାର ଜଥେଷ୍ଟ ସମ୍ଭାବନା ରହିଛି। ଅଚିହ୍ନା ଲୋକଙ୍କଠାରୁ ହ୍ୱାଟ୍ସଆପ୍‌ ବା ଅନ୍ୟ କୌଣସି ସୋଶାଲ୍‌ ମିଡ଼ିଆରେ…

Continue reading
ସରକାରୀ ଚାକିରିଆ ଚୟନ ପରୀକ୍ଷାରେ ସ୍ବଚ୍ଛତା ଆଇନ

ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀ ଦ୍ୱାରା ଆୟୋଜିତ ପରୀକ୍ଷାରେ ଅନିୟମିତତାକୁ ନେଇ ବାରମ୍ବାର ବିବାଦ ଦେଖାଦେବା ପରେ ମୋହନ ମାଝୀ ସରକାର କଠୋର ଆଭିମୁଖ୍ୟ ଆପଣାଇଛନ୍ତି । ଏଣିକି ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ…

Continue reading
ବିଜେଡି କର୍ମୀଙ୍କ ହଙ୍ଗାମା , ଅଫିସରେ ଫିଙ୍ଗିଲେ କାଗଜ ପତ୍ର

ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି। ଏନ୍‌ଏସି ଅଫିସ୍‌ରେ ପଶି ଫାଇଲ୍‌ ଓ ଚେୟାର ଫିଙ୍ଗିଲେ। NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏ ସବୁ ଘଟଣା ବିଜେଡି ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଘଟିଥିଲା। ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି…

Continue reading
ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ…

Continue reading
ଓଡ଼ିଶାର ସବୁ ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

ଭୁବନେଶ୍ୱର: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ( Inter Ministerial Committee ) ଗଠନ କରାଯିବ। ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ…

Continue reading
ଦିଲ୍ଲୀରେ ଶକ୍ତିମନ୍ତ୍ରୀ ସମ୍ମିଳନୀ : ୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍ ଶକ୍ତି ଉତ୍ପାଦନ: କେଭି

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ…

Continue reading
କେମିତି ତିଆରି କରିବେ ଚାଉଳ ଗୁଣ୍ଡ ଇଡ୍‌ଲି?

ଇଡ୍‌ଲି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ବ୍ରେକ୍‌ଫାଷ୍ଟରେ ଇଡ୍‌ଲି ସହ ଘୁଘୁନି ଓ ସସ୍‌ ଖାଇବାର ମଜା ଅଲଗା। କିଛି ଲୋକ ଇଡ୍‌ଲି ସହ ଆଳୁଦମ୍‌ ମଧ୍ୟ ଖାଇବାକୁ ଭଲ ପାଇଥାନ୍ତି। ଆସନ୍ତୁ ଜାଣିବା ଚାଉଳ ଗୁଣ୍ଡ ଇଡ୍‌ଲିର ପ୍ରସ୍ତୁତ ପ୍ରଣାଳୀ।…

Continue reading