ଆଉ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡ଼ାଯିବନାହିଁ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସରକାରରେ ଦୀର୍ଘ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା । ପୂର୍ବରୁ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀମାନେ ଅଚିନ୍ତାରେ ଥିଲେ । ଆଉ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡ଼ାଯିବନାହିଁ । ସମସ୍ତଙ୍କ ତଦନ୍ତ କରାଯିବ । ୫-ଟି ନାମରେ…

Continue reading
ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାଜ୍ୟ ବିଜେପି ସରକାର କାଳ ସାଜିଛନ୍ତି । ବିଜେପି ସରକାରକୁ ଆସୁ ଆସୁ ଦୁର୍ନୀତିଗ୍ରସ୍ତଙ୍କୁ ଜେଲ ପଠାଇପାରେ ଲାଗିଛି । ତେବେ ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି ବୋଲି…

Continue reading
ଅନ୍ୟ ବ୍ଲକକୁ ବଦଳିଲେ ୪୪ ବିଡିଓ

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର  ୪୪ଟି ବ୍ଲକରେ କାର୍ୟ୍ୟରତ ବ୍ଲକ ଉନ୍ନୟନ  ଅଧିକାରୀ (ବିଡିଓ)ଙ୍କୁ ଅନ୍ୟ ବ୍ଲକକୁ  ବଦଳି କରାଯାଇଛି। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ  ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଏହାବାଦ୍‌ ପଞ୍ଚାୟତିରାଜ ବିଭାଗ ଅଧୀନରେ…

Continue reading
ଫାଟିଲା ଗ୍ୟାସ ଟାଙ୍କି: ଜଳିଗଲା ୧୦ ବଖରା

ଗଞ୍ଜାମ : ଗ୍ୟାସ ଟାଙ୍କିଫାଟି ଜଳିଗଲା ୧୦ ବଖରା ଘର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଭୋର ସମୟରେ ଘର ଭିତରେ କୌଣସି କାରଣରୁ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିଲା ।…

Continue reading
ନିଜ ବୋହୂଙ୍କ ପାଇଁ ପ୍ରଚାର କରୁଛନ୍ତି ଓଡିଶା ରାଜ୍ୟପାଳ:ଅଜୟ କୁମାର

ଭୁବନେଶ୍ବର: ଗୃହରାଜ୍ୟ ଝାଡଖଣ୍ଡର ବିଧାନସଭା ନିର୍ବାଚନୀ ରାଜନୀତିରେ ପ୍ରତ୍ୟେକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି ରାଜ୍ୟପାଳ ରଘୁବର ଦାଶ । ଏଥର ପ୍ରାର୍ଥୀ ହୋଇଥିବା ନିଜ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କ ପାଇଁ ପ୍ରଚାର ମଧ୍ୟ କରୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

Continue reading
ଏଣିକି ବଡି କ୍ୟାମେରା ପିନ୍ଧିବେ ପୋଲିସ

ଭୁବନେଶ୍ୱର: ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ। ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏଣିକି ଥାନା ରିସେପ୍ସନ ଦାୟିତ୍ୱରେ ଥିବା ଅଧିକାରୀ ବଡି କ୍ୟାମେରା ପିନ୍ଧିବେ। ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ସବୁ…

Continue reading
ଆସନ୍ତାକାଲି ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର: ଆସନ୍ତା ୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡି ହୋଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ନିକଟରେ ସରକାର ୭୦ ବର୍ଷରୁ…

Continue reading
ଶିମିଳିପାଳରେ ଛଡ଼ାଯାଇଛି ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ବାଘ ଅଣାଯାଇଛି। ଏକ ସ୍ବତନ୍ତ୍ର ଟିମ୍…

Continue reading
ଭୁବନେଶ୍ୱରକୁ ‘ସିଟି ଉଇଥ୍‌ ବେଷ୍ଟ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ସିଷ୍ଟମ୍‌’ର ମାନ୍ୟତା

ଭୁବନେଶ୍ୱର : କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଭୁବନେଶ୍ୱରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ବା ‘ସିଟି ଉଇଥ୍‌ ବେଷ୍ଟ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ସିଷ୍ଟମ୍‌’ର ମାନ୍ୟତା ଦେବା ସହ ପୁରସ୍କୃତ କରିଛି। ଗୁଜରାଟର ଗାନ୍ଧୀନଗରରେ…

Continue reading
ଖୁବଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଖୁବଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ ।ପୂର୍ବରୁ ମୁଖ୍ୟମନ୍ତ୍ରୀ…

Continue reading