୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର:  ‘ଦୀପାବଳି’କୁ ନେଇ  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେବେ ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ଲାଗି ମନା କରାଯାଇଛି।…

Continue reading
ଗୋଷ୍ଠୀ ସଂଘର୍ଷ:୫ ଜଣଙ୍କୁ ନିର୍ମମ ହତ୍ୟା

ସୁନ୍ଦରଗଡ: ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗୀତାପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ତିନି ଜଣ ମହିଳାଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଆହତ ହୋଇଛନ୍ତି।…

Continue reading
ବାହାନଗା ଟ୍ରେନ ଟ୍ରାଜେଡି: ୩ ଅଭିଯୁକ୍ତଙ୍କୁ ହାଇକୋର୍ଟଙ୍କ ଜାମିନ

କଟକ: ବହୁଚର୍ଚ୍ଚିତ ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ୩ ରେଳ କର୍ମଚାରୀଙ୍କୁ ମିଳିଲା ବଡ ଆଶ୍ବସ୍ତି । ଏହି ତିନି କର୍ମଚାରୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏମାନେ ହେଲେ ସିନିୟର ସେକ୍ସନ ଇଂଜିନିୟର…

Continue reading
ଘୁଞ୍ଚିଲା ଏଲ୍‌ଟିଆର୍‌ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ନିଯୁକ୍ତ ହେବେ ଲିଭ୍‌ ଟ୍ରେନିଂ ରିଜର୍ଭ (ଏଲ୍‌ଟିଆର୍‌) ଶିକ୍ଷକ। ଏଥିପାଇଁ ଆଜିଠୁ ହେବାକୁ ଥିବା ଆବେଦନ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଓଡ଼ିଶା ଷ୍ଟାଫ୍‌…

Continue reading
୮୪୩ ଅଫିସର୍‌ଙ୍କ ଦରମା ବନ୍ଦ

ବାରିପଦା: କାର୍ୟ୍ୟରେ ଅବହେଳା କରି ଗୋଡ ଲମ୍ବେଇ ବସିଥିଲେ ଟ୍ୟାଗ୍‌ ଅଫିସର୍‌ । ରିପୋର୍ଟ ଦେଖିବା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ । ଜିଲ୍ଲାରେ ନିଯୁକ୍ତ ଥିବା ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ ।…

Continue reading
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର  ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ବଦଳି କରିଛନ୍ତି । ୨୨ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଥିବାବେଳେ ଜଣେ ବରିଷ୍ଠ ଓଏଏସ୍ ମନୋଜ କୁମାର ପାଢ଼ୀଙ୍କୁ ଦିଆଯାଇଥିବା ଅତିରିକ୍ତ ଦାୟିତ୍ୱ(ଟିଚର୍ସ ଟ୍ରେନିଂ ଆଣ୍ଡ ଏସଏସିଇଆରଟି ନିର୍ଦ୍ଦେଶକ) କାଢ଼ି ନେଇଛନ୍ତି…

Continue reading
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ:ଭାରତୀୟ ମହିଳା ଦଳ ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଦିନିକିଆ ସିରିଜ ପ୍ରଥମ ମ୍ୟାଚ୍‌ରେ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ନ୍ୟୁଜିଲ୍ୟାଣ୍ଡ କବଜା କରିଥିଲା। ନିର୍ଣ୍ଣାୟକ ଦିନିକିଆକୁ…

Continue reading
ଖୋଲିଲା ଶିମିଳିପାଳ

ବାରିପଦା : ବାତ୍ୟା ‘ଦାନା’ ଏବଂ ପ୍ରବଳ ବର୍ଷା ପାଇଁ ଶିିମିଳିପାଳ ଅଭୟାରଣ୍ୟ ଗତ ୨୩ରୁ ୨୮ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଖୋଲିଛି। ତେବେ ଅନ୍ୟ ଆଦେଶ ପର୍ୟ୍ୟନ୍ତ ଗତକାଲି କେବଳ ଯଶିପୁରର କାଳିଆଣି ତନଖି ଫାଟକ…

Continue reading
ସ୍କୁଲ୍‌‌ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି କାଏମ୍‌‌

କଟକ: ଯେଉଁ ବିଦ୍ୟାଳୟରେ ୨୦ରୁ କମ୍‌‌ ପିଲା ପାଠ ପଢୁଥିବେ ଉକ୍ତ ବିଦ୍ୟାଳୟକୁ ବନ୍ଦକରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ କାଏମ୍‌‌ ରଖିଛନ୍ତି। ସ୍କୁଲ୍‌‌ ମିଶ୍ରଣ ବିଜ୍ଞପ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତି ରଦ୍ଦ…

Continue reading
ବବି, ଡାନି ଓ ଜିତୁ ମନ୍ତବ୍ୟ ପ୍ରସଙ୍ଗରେ ଏହା କହିଲେ ସୁନନ୍ଦା

ଭୁବନେଶ୍ୱର:ବିଜେଡି ଛାଡ଼ିବା ପରେ ସୁନନ୍ଦା ଦାସ ଗୋଟିକ ପରେ ଗୋଟିଏ ବିସ୍ଫୋରକ ବୟାନ ରଖିଛନ୍ତି । ଯାଜପୁରରେ ବବି, ଡାନି ଓ ଜିତୁ ମନ୍ତବ୍ୟ ପ୍ରସଙ୍ଗରେ ମଧ୍ୟ ସୁନନ୍ଦା ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବବି, ଡାନି…

Continue reading