ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ଓ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଆସନ୍ତା ଜାନୁଆରୀ ୮, ୯ ଓ ୧୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ…

Continue reading
ଭୟଙ୍କର ଦୁର୍ଘଟଣା :୬ ମୃତ

ନୂଆଦିଲ୍ଲୀ: ଛତିଶଗଡ଼ର ବାଲୋଡ ଜିଲ୍ଲାରେ ଗତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ଏସୟୁଭି କାର୍‌ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି।…

Continue reading
ଲୋକସଭାରେ ଆଜି ଆଗତ ହେବ ଗୋଟିଏ, ଗୋଟିଏ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ସୋମବାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ଦୁଇଟି ବିଲ୍ ଆଗତ ହେବ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନିମ୍ନ ସଦନରେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ)…

Continue reading
ଆଜି ଫଡନାବିସଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କ କ୍ୟାବିନେଟ୍ ବିସ୍ତାର ହେବାକୁ ଯାଉଛି। ଏହାପୂର୍ବରୁ କ୍ୟାବିନେଟରେ ସାମିଲ ହେବାକୁ ଥିବା ସେହି ବିଧାୟକମାନଙ୍କୁ ଡାକିବାର ପ୍ରକ୍ରିୟା ଚାଲିଛି। ମହାରାଷ୍ଟ୍ର ସରକାରରେ ୩୦ରୁ ୩୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍‌ରେ…

Continue reading
ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ୨୦୨୫ ଜାନୁଆରୀ ୧ରୁ ଏହା ଲାଗୁ ହେବ। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାରୁ ଛୋଟ…

Continue reading
ଉଗ୍ରବାଦୀଙ୍କ ବର୍ବର କାଣ୍ଡ: ୨ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ମଣିପୁରରେ ପୁଣି ହିଂସା। ଉଗ୍ରବାଦୀମାନେ ପୁଣି ଏଠାରେ ଘଟାଇଛନ୍ତି ବର୍ବର କାଣ୍ଡ। କାମରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମଣିପୁରର କାକଚିଙ୍ଗ ଜିଲ୍ଲାରେ ଏହି ଘଟଣା ଘଟିଛି। ଏହାକୁ ନେଇ…

Continue reading
ଇଞ୍ଜିନିୟର ଆତ୍ମହତ୍ୟା:ପତ୍ନୀ ନିକିତା ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମମଲାରେ ପୁଲିସ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଞ୍ଜିନିୟରଙ୍କ ପତ୍ନୀ ନିକିତା ସିଙ୍ଘାନିଆ ତାଙ୍କ ମା’ ନିଶା ସିଙ୍ଘାନିଆ ଓ ଭାଇକୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି। ନିକିତାଙ୍କୁ ଗୁରୁଗ୍ରାମରୁ ଓ ମା’…

Continue reading
ସ୍କୁଲରେ ଭୁଶୁଡ଼ିଲା ପାଣି ଟାଙ୍କି; ୩ ଛାତ୍ର ମୃତ

ସ୍କୁଲରେ ଖେଳୁଥିବାବେଳେ ପାଣି ଟାଙ୍କି ଧସିଯିବାରୁ ତିନିଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଅରୁଣାଚଳ ପ୍ରଦେଶର ନାହରଲାଗୁନରେ ଘଟିଛି। ଏହି ଘଟଣାରେ ଅନ୍ୟ ତିନିଜଣ ଛାତ୍ର ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ନାହରଲାଗୁନସ୍ଥିତ ଟୋମୋ…

Continue reading
ପାଗଳାମୀ! ଚାକିରି ଛାଡ଼ିବା ପାଇଁ ନିଜ ଆଙ୍ଗୁଠି କାଟିଦେଲେ

ଗୁଜରାଟ : ସୁରଟ ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କ ଅଧୀନରେ କରୁଥିବା ଚାକିରି ଛାଡ଼ିବା ପାଇଁ ଛୁରୀରେ ନିଜ ହାତର ଚାରୋଟି ଆଙ୍ଗୁଳି କାଟି ଦେଇଛନ୍ତି। ପୀଡିତ ଜଣକ ମୟୂର ତାରାପାରା(32)…

Continue reading
କଂଗ୍ରେସର ଏକ ପରିବାର ସମ୍ବିଧାନକୁ କ୍ଷତି ପହଞ୍ଚାଇଛନ୍ତି: ମୋଦୀ

ନୂଆଦିଲ୍ଲୀ: ସଂସଦରେ ଆଜି ସ୍ୱତନ୍ତ୍ର ବିବୃତ୍ତି ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “୭୫ ବର୍ଷର ସଫଳତା ସହଜ ନୁହେଁ। ସମ୍ବିଧାନର ନିର୍ମାତାମାନେ ବିଶ୍ୱାସ କରିନଥିଲେ ଯେ ୧୯୪୭ ମସିହାରେ ଭାରତ ଜନ୍ମ ହୋଇଥିଲା। ଭାରତ ଆଜି ମଦର ଅଫ୍ ଡେମୋକ୍ରାସି ବା…

Continue reading