ମୁମ୍ବାଇ ଉପକୂଳରେ ବୁଡ଼ିଲା ବୋଟ୍: ୪୦ ନିଖୋଜ

ମୁମ୍ବାଇ: ପ୍ରାୟ ୫୬ ଜଣଙ୍କୁ ନେଇ ଯାଉଥିବା ଏକ ବୋଟ୍ ମୁମ୍ବାଇର ‘ଗେଟ୍ ୱେ ଅଫ୍ ଇଣ୍ଡିଆ’ ନିକଟରେ ବୁଡ଼ିଯାଇଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଖବର ଲେଖାହେବା ସୁଦ୍ଧା ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅର୍ଥାତ ଏବେ…

Continue reading
୨୦ ସାଂସଦଙ୍କୁ ବିଜେପିର ନୋଟିସ

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ‘ଓ୍ୱାନ ନେସନ୍‌ ଓ୍ୱାନ୍‌ ଇଲେକ୍‌ସନ୍‌’ ବିଲ୍‌ ଆଗତ ହୋଇଛି। ତେବେ ଏହି ଅବସରରେ ଅଧିକାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ହ୍ୱିପ୍‌ ପରେ ବି ପାଖାପାଖି ୨୦ରୁ ଅଧିକ ସାଂସଦ ସଂସଦକୁ ଆସିନଥିଲେ। ଏହାକୁ ନେଇ ଏବେ…

Continue reading
ଭୟଙ୍କର ଅଗ୍ନିକାଣ୍ଡ : ୬ ମୃତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲା ଶିବାନଗରରେ ଗତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜଣଙ୍କ ଘରେ ନିଆଁ ଲାଗିବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ସଧ୍ୟରେ ମହିଳା, ଶିଶୁ…

Continue reading
ନିର୍ବାଚନ ପରାଜୟ ପରେ ପ୍ରଥମ ଥର ଫଡନାଭିସଙ୍କୁ ଭେଟିଲେ ଉଦ୍ଧବ ଠାକରେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଶିବସେନା ଇଭିଏମ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛି। କିନ୍ତୁ ଏସବୁ ଭିତରେ ପ୍ରଥମଥର ପାଇଁ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ନାଗପୁରରେ ଭେଟିଛନ୍ତି।…

Continue reading
ଲୋକସଭାରେ କଂଗ୍ରେସ ଦେଲା ଚକମା : ବହୁମତ ଥାଇ ମଧ୍ୟ ହାରିଗଲେ ମୋଦି ସରକାର

ମଙ୍ଗଳବାର ଲୋକସଭାରେ ବହୁମତ ସହିତ ପାରିତ ହୋଇଛି ”ଏକ ଦେଶ ଏକ ନିର୍ବାଚନ” ବିଲ୍। କେନ୍ଦ୍ରରେ ଭାଜପା ସରକାର ସମ୍ବିଧାନରେ ସଂଶୋଧନ ତଥା ଏକକାଳୀନ କେନ୍ଦ୍ର ଏବଂ ରାଜ୍ୟ ନିର୍ବାଚନକୁ କରିବା ପାଇଁ ଦୁଇଟି ବିଲ୍ ଆଗତ କରିଥିଲେ। ସମ୍ବିଧାନର ରୁଲ୍…

Continue reading
ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ବିଜେପି ଏମପି, ଦଳକୁ ବଡ଼ ଝଟ୍‌କା

ସଂସଦରେ ଆଜି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଭାଜପା ନିଜ ଏମପିମାନଙ୍କୁ ଏକ ହ୍ବିପ ଜାରି କରିଥିଲା। ଏହା ସତ୍ତ୍ୱେ ୨୦ରୁ ଅଧିକ ଭାଜପା ଏମପି ସଂସଦରେ ଅନୁପସ୍ଥିତ ରହିଥିଲେ। ହ୍ବିପ…

Continue reading
ସଂସଦରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ବ୍ୟାଗ୍‌କୁ ନେଇ ହଙ୍ଗାମା

କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍‌କୁ ନେଇ ହଙ୍ଗାମା। ସୋମବାର ସେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍‌ ନେଇ ସଂସଦରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ବ୍ୟାଗ୍‌ରେ ପାଲେଷ୍ଟାଇନ୍‌ ମୁକ୍ତ ହେବ ବୋଲି ଲେଖାଯାଇଥିଲା। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ…

Continue reading
ଛାତ୍ରଙ୍କ ଗୁଳି ମାଡରେ ୫ ମୃତ, ୬ ଆହତ

ସୋମବାର ଆମେରିକାର ୱିସ୍କୋସିନ ରାଜ୍ୟ ମାଡିସନ ସ୍ଥିତ ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଆକ୍ରମଣକାରୀ ବିଦ୍ୟାଳୟର ଛାତ୍ର ଥିଲେ। ଗୁଳି ବିନିମୟ…

Continue reading
ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ!

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କ୍ରମାଗତ ଭାବରେ କଠିନ ସମୟ ଦେଇ ଗତି କରୁଛନ୍ତି। ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ଦେବା ପୂର୍ବରୁ ମଧ୍ୟ ଟ୍ରୁଡୋ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନୂଆ ଡେମୋକ୍ରାଟିକ ପାର୍ଟି…

Continue reading
ମହିଳାଙ୍କ ସୁରକ୍ଷା: ଦୋଷୀଙ୍କୁ ନପୁଂସକ କରିବାକୁ ସୁପ୍ରିମକୋର୍ଟରେ ଯୁକ୍ତି

ଦେଶରେ ମହିଳା, ଛୋଟ ପିଲା ଓ ତୃତୀୟ ଲିଙ୍ଗଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ଗାଇଡଲାଇନ ଆଣିବାକୁ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟର ମହିଳା ଓକିଲ ଆସୋସିଏସନ ପକ୍ଷରୁ ହୋଇଥିବା ଏପରି ଆବେଦନର ଶୁଣାଣି ବେଳେ ରାସାୟନିକ ପ୍ରକ୍ରିୟାରେ ପୁରୁଷଙ୍କୁ…

Continue reading