ସରକାରୀ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ ସମୀକ୍ଷା କଲେ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାର ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭୁବନେଶ୍ୱରସ୍ଥିତ SCTE&VT ଠାରେ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍‌ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜ୍ୟର ୭୨ଟି ସରକାରୀ ଆଇଟିଆଇ ଏବଂ ୩୫ଟି…

Continue reading
ସିଙ୍ଗଲ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି ବୈଠକ: ୪,୫୭୩.୮୭ କୋଟିର ୨୩ ମେଗା ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ଶିଳ୍ପ ଓ ନିବେଶ କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି ବୈଠକରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ…

Continue reading
ବାହୁଡା ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ବର: ବାହୁଡା଼ ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆରମ୍ଭ ହୋଇଛି ବୈଠକ। ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପ୍ରସ୍ତୁତି ନେଇ ଆଲୋଚନା ଚାଲିଛି। ଏହି ମିଟିଂରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ଉନ୍ନୟନ…

Continue reading
ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ

ଭୁବନେଶ୍ୱର,: ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ କରାଯାଇଛି । ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳରେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗ…

Continue reading
୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ଗତ କିଛିଦିନ ଧରି ଭୁବନେଶ୍ୱରରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ। ଆସନ୍ତା ୨୭ ତାରିଖ (ସୋମବାର) ସକାଳ ୮ଟାରେ ଜନ ଅଭିଯୋଗ ଶୁଣାଣି ହେବ । ଉକ୍ତ ଅଭିଯୋଗ…

Continue reading
ବଡ଼ ଘୋଷଣା, ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତି ପୂରଣ। ଅନଲାଇନରେ ଚାଷୀଙ୍କ ଖାତାକୁ ପଠାଯିବ କ୍ଷତିପୂରଣ ଟଙ୍କା। ଗୋଟିଏ ବ୍ଳକର ଗୋଟିଏ ଘର କିମ୍ବା ଜଣେ ବ୍ୟକ୍ତିଙ୍କ କ୍ଷତି ହୋଇଥିଲେ ବି କ୍ଷତିପୂରଣ ଦିଆଯିବ। ଏଭଳି ବଡ଼…

Continue reading
ପୁଞ୍ଜି ଆକର୍ଷଣ ଓ ବିନିଯୋଗ: ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

ଭୁବନେଶ୍ୱର: ପୁଞ୍ଜି ଆକର୍ଷଣ ଓ ବିନିଯୋଗ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଛି। ନୀତି ଆୟୋଗ ପ୍ରକାଶ କରିଥିବା ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬ରେ ଓଡ଼ିଶା ଜାତୀୟ ସ୍ତରରେ ୫ମ ସ୍ଥାନ ଏବଂ ବୃହତ୍…

Continue reading
ଆମ ପାଇଁ ରାଜନୀତି ଗରିବ ଲୋକର ସେବା କରିବାର ମାଧ୍ୟମ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ସରକାର ଆସିବା ପରେ ସମାଜର ସବୁ ବର୍ଗର ଉନ୍ନତି ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଛି। ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ…

Continue reading
ରାଜ୍ୟର ପ୍ରତିଟି ଦିବ୍ୟାଙ୍ଗ ପ୍ରତିଭାଙ୍କୁ ମିଳିବ ସ୍ଥାୟୀ ରୋଜଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଏକ ଅପୂର୍ବ ଆତ୍ମୀୟତା ଭରା ମୁହୂର୍ତ୍ତର ସାକ୍ଷୀ ହୋଇଛି । କେନ୍ଦୁଝରର ‘ସେବା ଫାଉଣ୍ଡେସନ୍’ ସଂଗଠନର ପ୍ରାୟ ୫୦ ଜଣ ବାକ୍ ଶ୍ରବଣ ଶକ୍ତି ବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗ…

Continue reading
ଅଗଷ୍ଟରେ ଦିଲ୍ଲୀରେ ହେବ ଇନଭେଷ୍ଟର୍ସ ରୋଡ୍‌ ଶୋ

ଭୁବନେଶ୍ୱର: ଅଗଷ୍ଟରେ ଦିଲ୍ଲୀରେ ହେବ ଇନଭେଷ୍ଟର୍ସ ରୋଡ ଶୋ। ଦିଲ୍ଲୀରେ ଫୋକସର ଏରିଆ ରହିବ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟର। ରୋଡ଼ ଶୋରେ ଟିମ ଓଡ଼ିଶାର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ…

Continue reading